-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
04-Dec-2020
ଭୁବନେଶର, (ପ୍ରେରଣା ଖବର) - ରାଜ୍ଯରେ ଆଜି ପୁଣି ୪ଶହ ତଳକୁ ଖସିଲା କରୋନା ସଂକ୍ରମଣ ଗ୍ରାଫ୍ ।ରାଜ୍ଯରେ ଆଜି ନୂଆ ୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୫ ଓ ଅନ୍ୟ ୧୬୨ ଲୋକାଲ କଣ୍ଟାକ୍ଟ। ରାଜ୍ଯରେ ଏଯାବତ୍ ୩,୨୦,୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା!!