-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
03-Dec-2020
ଭୁବନେଶ୍ବର, (ପ୍ରେରଣା ଖବର) - ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ସନ୍ଧ୍ୟାରେ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ଜାଲିଆତି, ଠକେଇ ଅପରାଧିକ ଷଡଯନ୍ତ୍ର ମାମଲାରେ ପ୍ରଦୀପ ଗିରଫ।ସାଇବର ଥାନାର କେସ୍ ନମ୍ବର-୨୬ ଅନୁସାରେ ଗିରଫ କଲା ପୋଲିସ। ଲାଗିଲା IPCର ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧ ଓ ୪୨୦-B ଦଫା ଏବଂ IT ଆଇନର ୬୬ସି ଓ ୬୬ଡି ଦଫା l