-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   (07-May-2026)       ||      ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ    (07-May-2026)       ||      କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   (06-May-2026)       ||      ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   (06-May-2026)       ||      *ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||      ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   (06-May-2026)       ||      ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   (06-May-2026)       ||      ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||     

HOME   ରାଜ୍ୟ

ବୌଦ୍ଧ ବାସୀ ଙ୍କ ଦୀର୍ଘ ଦିନର ଦାବି ପୂରଣ ହେଲା, ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜଣାଇଲା ବୌଦ୍ଧ ବଲାଙ୍ଗିର ରେଳପଥ ସଂଘର୍ଷ ସମିତି

23-Nov-2022



ବଲାଙ୍ଗିର (ପ୍ରେରଣା ଖବର) ପଶ୍ଚିମାଞ୍ଚଳ ର ଅବିଛେଦ୍ୟ ଅଙ୍ଗ ଏବଂ ସାଂସ୍କୃତିକ ସମାନତା ଥିବା ଐତିହାସିକ ବୌଦ୍ଧ ଜିଲ୍ଲା , ୧୯୯୪ ମସିହାରେ ଜିଲ୍ଲା ମାନ୍ୟତା ହାସଲ କଲାପରେ, ଜନସାଧାରଣଙ୍କ ପ୍ରଥମ ଦାବୀ ଥିଲା ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଅଧିନରେ ରହିବା ପାଇଁ।ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଅଧିନ ରେ ରହିବା ଦ୍ୱାରା ବୌଦ୍ଧ ବାସୀଙ୍କୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ୩୦୦ କିମି ଦୂର ବ୍ରହ୍ମପୁରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ବର୍ତ୍ତମାନ ୧୦୦ କିମି ଦୂର ସମ୍ବଲପୁରକୁ ଯିବା ସମସ୍ତଙ୍କ ପାଇଁ ସୁବିଧାଜନକ ସାବ୍ୟସ୍ତ ହେବ।

ବୌଦ୍ଧ ନାଗରିକ କମିଟି, ବୌଦ୍ଧ ଓକିଲ ସଂଘ ,ସାମ୍ବାଦିକ ସଙ୍ଘ ତଥା ବୌଦ୍ଧ ଜିଲ୍ଲାର ବିଭିନ୍ନ ସାମାଜିକ ତଥା ରାଜନୀତିକ ସଂଗଠନଙ୍କ ନିରବିଛିନ୍ନ ଆନ୍ଦୋଳନର ଫଳ ସ୍ୱରୂପ ଆଜି ବୌଦ୍ଧ ଜିଲ୍ଲା ସମ୍ବଲପୁର ରାଜସ୍ୱ କମିଶନରଙ୍କ ଅଧିନକୁ ଆସିପାରିଛି।

ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂଘର୍ଷ ସମିତି ଆଜି ଏହି ଖୁସି ର ଶ୍ରେୟ ବୌଦ୍ଧ ନାଗରିକ କମିଟି ,ବୌଦ୍ଧ ଓକିଲ ସଂଘ, ସାମ୍ବାଦିକ 'ସଂଘ ତଥା ଏହି  ଦୀର୍ଘ ଆନ୍ଦୋଳନରେ ସାମିଲ ହୋଇଥିବା  ବୌଦ୍ଧର ପ୍ରତ୍ୟେକ ସଂଗଠନ ର କର୍ମକର୍ତ୍ତାଙ୍କୁ ଦେବା ସହ,ବୌଦ୍ଧ ଜିଲ୍ଲାର ଦୀର୍ଘ ଦିନର ନାର୍ଯ୍ୟ ଦାବିକୁ ପୂରଣ କରିଥିବାରୁ  ରାଜ୍ୟ ସରକାରଙ୍କୁ ମଧ୍ୟ ସାଧୁବାଦ ଦେଉଛି। l ଆଜି ଏକ୍ ପ୍ରେସ୍ ବିବୃତି ମାଧ୍ୟମାରେ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀ ରାଜ୍ୟ ସରକାରଙ୍କୁ କୃତଜ୍ଞାତ ଜଣାଇଛନ୍ତି l 


News Comment




Photo in News

Advertisment
Lastest News
  ଜିଲ୍ଲା  
ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା, ଗ୍ରାମବାସୀ ଅସୁବିଧାରେ   07-May-2026
  ରାଜ୍ୟ  
ଶିକ୍ଷା ସହିତ ପ୍ରତିଭା ବିକାଶ ଶିଶୁ ମାନଙ୍କୁ ସଂସ୍କାରିତ କରେ   07-May-2026
  ଜିଲ୍ଲା  
କୁରସୁଡରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ   06-May-2026
  ରାଜ୍ୟ  
ବନ ବିଭାଗ ଚଢ଼ଉ ବଦଳରେ ଚୁପ୍ ରହିବା ନେଇ ସନ୍ଦେହ   06-May-2026
  ଜିଲ୍ଲା  
*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   06-May-2026
  ଜିଲ୍ଲା  
ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   06-May-2026
  ରାଜ୍ୟ  
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   06-May-2026
  ରାଜ୍ୟ  
ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   06-May-2026
  ଜିଲ୍ଲା  
ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   06-May-2026
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026

You Might Also Like