-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
20-Nov-2022
ସମ୍ବଲପୁର ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ସମ୍ବଲପୁର ଓ ତ୍ରିଲୋଚନ ନେତ୍ରାଳୟ ର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ମାନେଶ୍ଵର ବ୍ଲକ ଅନ୍ତର୍ଗତ ରାସନପୁର ଗ୍ରାମ ରେ ଏହି କାର୍ଯ୍ୟକ୍ରମକୁ ସକାଳ ନନ୍ଦିଘୋଷ ଗୃପର ପଶ୍ଚିମ ଓଡ଼ିଶା ପ୍ରବନ୍ଧକ ନରୋତ୍ତମ ଗୁରୁ ମୁଖ୍ୟ ଅତିଥି ତଥା ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଆର୍ତ୍ତ ତ୍ରାଣ
ବାଗ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ଡ଼. ଅମର ତାଣ୍ଡିଆଙ୍କ ଦ୍ବାରା ସଂଯୋଜନା କରାଯାଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂଗଠନ ଉପଦେଷ୍ଟା ଗୌରୀ ଶଙ୍କର
ମିଶ୍ର, ସନ୍ତୋଷ ନାୟକ ବିଶ୍ବଜିତ ରାଉତ, ମାଧବ ସାହୁ, ଅବିନାଶ ମିଶ୍ର, ରମାନନ୍ଦ ବଘାର,ଆନନ୍ଦ ମେହେର, ଜିତେନ୍ଦ୍ର ଛୁରିଆ ମୋନରଞ୍ଜନ ପଶlୟତ, ବିନୟ ତନ୍ତୀ, ନରସିଂହ ବଗର୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋଟ