-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
02-Dec-2020
ପୁରୀ, (ପ୍ରେରଣା ଖବର) - ଗତକାଲି କୋଣାର୍କ ମହୋତ୍ସବ ଉଦଘାଟିତ ହୋଇଯାଇଛି l ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ତଥା କରୋନା କଟକଣା କୁ ମାନି ଉତ୍ସବ ପାଳିତ ହୋଇଥିଲା l ପୁରୀ କୋଣାର୍କ ମୁକ୍ତାକାଶ ମଞ୍ଚରେ କୋଣାର୍କ ମହୋତ୍ସବ ଉଦ୍ଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରା, ସାଂସଦ ରାଜଶ୍ରୀ ମଲ୍ଲିକ ଓ OTDC ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବି ଉପସ୍ଥିତ, ଡିସେମ୍ବର ୫ ଯାଏ ଚାଲିବ ନୃତ୍ୟୋତ୍ସବ ଓ ବାଲୁକା କଳା ପ୍ରଦର୍ଶନୀ l