-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
01-Dec-2020
ଜାନୁଆରୀ ପ୍ରଥମ ସପ୍ତାହରେ ହୀରାକୁଦ ଡ୍ୟାମରେ ହେବ ପକ୍ଷୀ ଗଣନା। ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ୪ଟି ଟିମ୍ ଗଠନ। ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି।ପକ୍ଷୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ କର୍ମଚାରୀ। ବୋଟ୍ ସାହାଯ୍ୟରେ ହୀରାକୁଦ ନଦୀବନ୍ଧ ଅଞ୍ଚଳରେ ହେବ ପାଟ୍ରୋଲିଂ।