-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଖେଳ

ଦ୍ୱିତୀୟ ଦିନରେ ରାଜ୍ୟ ବ୍ୟାଡମିନ୍ଟନ ପ୍ରତିଯୋଗିତା  ମୟଙ୍କ, ବାପୁନ, ଶୁଭକେତନ, ତନଭି, ପ୍ରଗତି ଓ ବିଶାଖା ପରବର୍ତ୍ତି ରାଉଣ୍ଡକୁ ଉନ୍ନୀତ         ରବିବାର ହେବ ରୋମାଞ୍ଚକର ଫାଇନାଲ    

22-Oct-2022



ବଲାଙ୍ଗୀର, ସ୍ଥାନୀୟ ପିଆର ହାଇସ୍କୁଲ ବ୍ୟାଡମିନ୍ଟନ ଇନଡୋର ଷ୍ଟାଡିଅମ ଠାରେ ରାଜ୍ୟ ସବ ଜୁନିଅର ବ୍ୟଡମିନ୍ଟନ ପ୍ରତିଯୋଗିତା  ଆଜି ଦି୍ୱତୀୟ ଦିନରେ ପହଞ୍ଚିଛି । ଦ୍ୱିତୀୟ ଦିନ ୧୫ବର୍ଷ ବୟସ ବର୍ଗ ବାଳକ ବିଭାଗରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ମୟଙ୍କ ଓ ବାପୁନ ପରବର୍ତ୍ତି ରାଉଣ୍ଡ କୁ ଉନ୍ନୀତ ହୋଇଛନ୍ତି । ସେହିପରି ୧୭ବର୍ଷ ବୟସ ବର୍ଗରେ ଶୁଭକେତନ, ତନଭି, ପ୍ରଗତି ଓ ବିଶାଖା ପରବର୍ତ୍ତି ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ତେବେ ରବିବାର ସକାଳୁ ଫାଇନାଲ ଅନୁଷ୍ଠିତ ହେବା ନେଇ ସୁଚନା ରହିଛି ।   ପୂର୍ବ ନିର୍ଧାରିତ ସାରଣୀ ଅନୁସାରେ ପ୍ରଥମ ଦିନ ସମୁଦାୟ ୯୮ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲ।। ଦ୍ୱିତୀୟ ଦିନ ସକାଳୁ ସାଢେ ୯ରେ ପ୍ରତିଯୋଗିତା

ଆରମ୍ଭ ହୋଇଥିଲା । ପ୍ରଥମ ଦିନ ପ୍ରତିଯୋଗିତାରୁ ଉନ୍ନୀତ ହୋଇଥିବା ଖେଳାଳୀମାନେ ପ୍ରତିଦ୍ୱନ୍ଦୀମାନଙ୍କୁ କଡା ଟକ୍କର ଦେଇଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ୧୫ବର୍ଷ ବୟସ ବାଳକ ଏକକ ବିଭାଗରେ ବାପୁନ, ଶୁଭକେତନ, ଦିଭ୍ୟମ, ମୟଙ୍କ, ଶ୍ରୀଜିତ, ଫ୍ରିୟାଂଶୁ, ଅଗସ୍ତ୍ୟ ପରବର୍ତ୍ତି ରାଉଣ୍ଡକୁ ଉନ୍ନିତ ହୋଇଥିବା ବେଳେ କ୍ୱାଟର ଫାଇନାଲ ଲଢେଇରେ  ଶୁଭକେତନ  ଦିଭ୍ୟମଙ୍କୁ ମାତ ଦେଇଥିଲେ । ବାଳିକା ଏକକ ବର୍ଗରେ ବୈଷ୍ଣବୀ, ଗୀତାଶ୍ରୀ, ଅନୁଷ୍କା ଓ ଅଂଶିକା ଉନ୍ନୀତ ହୋଇଥିବା ବେଳେ କ୍ୱାଟର ଫାଇନାଲରେ ତନଭି ଅନୁଷ୍କାଙ୍କୁ ହରାଇ ସେମିକୁ ଉନ୍ନୀତ ହିଇଥିଲେ । ବାଳକ ଯୁଗଳ ବର୍ଗରେ ମୟସ କୁମାର ଓ ସ୍ୱୟମ ତ୍ରିପାଠୀ, ଡି. ଜିବଦୀଶ ଓ ୟେଙ୍ଗିଲା ଧରନ, ପ୍ରିଥ୍ୱିଶ ସିଂ ଓ ଉଦୟ ଭାଷ୍କର ଉଚ୍ଚମାନର ଖେଳ ପ୍ରଦର୍ଶନ କରିବା ସହିତ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ପରବର୍ତ୍ତୀ ସ୍ତରକୁ ଉନ୍ନୀତ ହୋଇଛନ୍ତି । ସେହିପରି ୧୭ବର୍ଷ ବର୍ଗର ବାଳକ ଏକକ ବିଭାଗରେ ମୟଙ୍କ ଭାରଦ୍ୱାଜ, ଶୁଭମ ଦାଶ ଓ ସ୍ୱରାଜ ଓରାମ ନିଜର ବିଜୟ ଧାରା ଜାରି ରଖିଛନ୍ତି । ଯୁଗଳ ବିଭାଗରେ ଜୟେଶ ଓ ଶ୍ୱସ୍ତିକ, ଆଦିତ୍ୟ ଓ ଦେବ କୁମାର, ଅନିର୍ବାନ ଓ ଆୟୁଷ୍ମାନ, ଅବିନାଶ ଓ କେ.ବୈଷ୍ଣବ, ଇରଫାନ ଓ ସୋମ୍ୟଜିତ, ଆଶୁତୋଷ ଓ ଜୟ, ଅଭୟ ପ୍ରତାପ ଓ ମାହାରିଶୀ ଯୋଡି ନିଜ ନିଜ ଯୋଡିଦାର ସହ ଉନ୍ନୀତ ହୋଇଛନ୍ତି । ବାଳିକା ଏକକ ବିଭାଗରେ ଅଶ୍ୱୀକା, ଗୀତାଶ୍ରୀ, ପ୍ରଗତି, ଲିଜୁନ, ଇଶାନୀ, ଅଂଶିକା , ତନଭି ଓ ବିଶାଖା ନିଜ ପ୍ରତିଦ୍ୱନ୍ଦୀଙ୍କୁ ମାତ ଦେଇ ଆଗକୁ ବଢିବା ଜାରି ରଖିଛନ୍ତି । ଆଜିର ଏହି ପ୍ରତିଯୋଗୀତାକୁ ରାଜ୍ୟ ବ୍ୟାଡମିନ୍ଟନ ସଂଘ ର‌୍ୟାଫରି ଗୀତା ଦାଶ, ମ୍ୟାଚ କଂଟ୍ରୋଲର୍ ବିଜୟ ବାଗ ଓ ସଟଲ କନ୍ଟ୍ରୋଲର ଲକ୍ଷପତି ନନ୍ଦ ତାଙ୍କ ବୈଷୟୀକ ଦଳ ସହିତ ପରିଚାଳନା କରୁଛନ୍ତି । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like