-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
20-Oct-2022
ବଲାଙ୍ଗୀର/ ଆଜି ସକାଳ ୫ଟା ବେଳେ ବଲାଙ୍ଗୀର ସହର ଚିମନିଭାଟି ପଡା ଠାରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ସକାଳ ପ୍ରାୟ ୬ ଟାରେ ଘର ଲୋକେ ଶୋଇ କରି ଉଠି ଦେଖିବା ବେଳେ ଘରେ ଉତ୍ତମ ଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା । ଉତ୍ତମକୁ ସରକାରୀ ଡାକ୍ତରଖାନା କୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉତ୍ତମ ଙ୍କୁ ମୃତ ଘୋଷଣା କରିଥିଲେ । ବଲାଙ୍ଗୀର ପୋଲିସ ପହଞ୍ଚି ଶବ ବ୍ୱେବଚ୍ଛେଦ କରିବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଉତ୍ତମଙ୍କ ଦୁଇ;ି ଝିଅ ଓ ଗୋଟିଏ ପୁଅ ରହିଛନ୍ତି ।