-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
(ପ୍ରେରଣା ଖବର) - SIT ଗଠନ ଏକ ଐତିହାସିକ ସଫଳତା l ବିଧାନସଭା ଇତିହାସରେ ଯାହା ହୋଇନି ତାହା ହେଲା, ରାଜ୍ୟ ସରକାର ହାଇକୋର୍ଟଙ୍କୁ ପୂର୍ବରୁ କେବେ SIT ପାଇଁ ଲେଖିଥିଲେ? ଆମ ଦାବିରେ ତାହା ହେଲା, କଂଗ୍ରେସର ଏହା ଐତିହାସିକ ସଫଳତା, ସିଏଲ୍ପି ନେତା ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଲେ l
ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା
ପରୀ ପ୍ରସଙ୍ଗରେ ଗୃହରେ ଚୁପ୍ ରହିବାର କାରଣ କହିଲେ ସାଲୁଜା, ଚୁପ୍ର କାରଣ ସିଏଲ୍ପି ନେତା ଯାହା କହିଲେ ଆମେ ମାନିବାକୁ ବାଧ୍ୟ, ସିଏଲ୍ପି ନେତାଙ୍କ ନିଷ୍ପତ୍ତିରେ ମୁଁ ସନ୍ତୁଷ୍ଟ ନୁହେଁ l
ସନ୍ତୋଷ ସିଂସାଲୁଜା, କଂଗ୍ରେସ ବିଧାୟକ
ଆମେ ବିଧାନସଭାରେ ହଙ୍ଗାମା କରୁଥିଲୁ, ଏହାପରେ ନବୀନ ବାବୁ SIT ଗଠନ ହେବା କଥା କହିଲେ, ନରସିଂହ ମିଶ୍ର କହିଲେ ମୁଖ୍ୟମନ୍ତ୍ରୀ ଆମ କଥା ରଖିଲେ, ଆମେ ଓହରିଯିବା, ନରସିଂହ ମିଶ୍ର ଆମ ନେତା, ସେ କହିବାରୁ ଆମେ ଓହରିଗଲୁ, ଏସ୍ଆଇଟି ତଦନ୍ତରେ ମୁଁ ଖୁସି ନୁହେଁ l
ସୁର ରାଉତରାୟ,, ବରିଷ୍ଠ କଂଗ୍ରେସ ବିଧାୟକ
ପରୀ ପ୍ରସଙ୍ଗରେ କଂଗ୍ରେସର ଆଚରଣ ନେଇ ରାହୁଲ ଗାନ୍ଧି ଓ କଂଗ୍ରେସ ବିଧାୟକଙ୍କୁ ପ୍ରଶ୍ନ କଲେ ସମ୍ବିତ ପାତ୍ର, ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ବସିଛନ୍ତି, କଣ ପାଇଁ ସେମାନେ ଅରୁଣ ସାହୁଙ୍କୁ କ୍ଲିନ ଚିଟ୍ ଦେଇଦେଲେ, ଅରୁଣ ସାହୁଙ୍କ ଠାରୁ ପଇସା ନେଇ ଚୁପ୍ ହୋଇ ବସିଛନ୍ତି ବୋଲି କହିଲେ ସମ୍ବିତ