-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
28-Nov-2020
ଭୁବନେଶର, (ପ୍ରେରଣା ଖବର) - କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ପ୍ରେସ୍ମିଟ। ଉଭୟ ଶାସକ ଓ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଉପରେ ବର୍ଷିଲେ ନରସିଂହ। ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେଉଛି ବିଜେପି, ଵିଭିନ୍ନ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିରୋଧୀଙ୍କ ଚାଲ। ଏକାଧିକ ଘଟଣାରେ ଏହା ପ୍ରମାଣିତ ହୋଇଛି ବୋଲି କହିଛନ୍ତି ନରସିଂହ ମିଶ୍ର l