-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
28-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ବିରୋଧୀ ହଟ୍ଟଗୋଳ କରି ଗୃହରେ କାର୍ଯ୍ୟ ଦିବସ ନଷ୍ଟ କରୁଛନ୍ତି। ଜନସାଧାରଣଙ୍କ ଟଙ୍କା ନଷ୍ଟ ସହ ଆଲୋଚନାକୁ ଆସୁନାହାନ୍ତି।ଖବରକାଗଜର ଶିରୋନାମାରେ ରହିବାକୁ ଡ୍ରାମା କରୁଛନ୍ତି। ବିଭିନ୍ନ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ବିଧାୟକ ଗୃହକୁ ଆସୁଛନ୍ତି। ଆଉ ବିରୋଧୀ କାଯ୍ୟ ଦିବସ ନଷ୍ଟ କରୁଛନ୍ତି।- ପ୍ରତାପ ଦେବ
ପରୀ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟ। ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଯାଉଛି। ଆମର ଦାବି ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ଏସଆଇଟି ତଦନ୍ତର ସ୍ପଷ୍ଟତାକୁ ନେଇ ପ୍ରଶ୍ନ କଲେ ପ୍ରଦୀପ୍ତ ନାୟକ।