-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
28-Nov-2020
ସମ୍ବଲପୁର, (ପ୍ରେରଣା ଖବର) - ୯୬ ହଜାରରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ। ସମ୍ବଲପୁର ବାମରାରୁ ନକଲି ନୋଟ୍ ଜବତ କଲା ପୋଲିସ। ପେଟ୍ରୋଲ ପମ୍ପରେ ନୋଟ୍ ଦେବା ବେଳେ ଧରାପଡିଲା ଅଭିଯୁକ୍ତ। ଅଭିଯୁକ୍ତ ଠିକଣାକୁ ଯାଇ ବନହରପାଲି ପୋଲିସ କଲା ଚଢାଉ। କଲର ପ୍ରିଣ୍ଟିଂ ମେସିନ୍ ଜବତ କରିବା ସହ ୩ଜଣ ଗିରଫ।*