-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ବଲାଙ୍ଗୀର, ଦୁଇ ବାଇକ୍ ମୁହାଁମୁହିଁ ଧକ୍ସା ହେବା ଫଳରେ ଜଣେ ବାଇକ୍ ଚାଳକ ଗୁରୁତର ହୋଇ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ବକ୍ଟି ଗ୍ରାମରେ । ସୂଚନାରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ବକ୍ ଟି ପଂଚାୟତ ଅନ୍ତର୍ଗତ ବିରିପାଲି ଗାଁ ର ତ୍ରିଲୋକ ମାଝି ଏକ ବାଇକ୍ରେ ବକ୍;ି ପଟୁ ଆସୁଥିବା ବେଳେ ବକ୍ଟି ଆଡକୁ ଯାଇଉଥିବା ଆଉ ଏକ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ତ୍ରିଲୋକର ଗୋଡରେ ଗଭୀର ଆଘାତ ଲାଗିଥିବା ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ।