-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2022
ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତ ଅଧିନରେ ଥିବା ତେଲିପୁଖାପାଣିରେ ଆଦିକନ୍ଧ ପ୍ରଧାନଙ୍କ ପ୍ରଚେଷ୍ଟା ଓ ବୁଢାରଜା ଯୁବକ ସଂଘ ଙ୍କ ସହାୟତା ରେ ଅନୁଷ୍ଟିତ ହୋଇଯାଇଛି ନୂଆଖାଇ ଭେଟଘାଟ ସଭା ପରିଚାଳନା କରିଥିଲେ ଚୈତନ୍ୟ ସାହୁ ଗ୍ରାମର ବୃଦ୍ଧ ବ୍ୟକ୍ତିଙ୍କ ଗାମୁଛା ଗୋଟିଏ ଲେଖାଏଁ ଦେଇ ଥିଲେ । ନୂତନ ଭାବେ ନିୟୁକ୍ତି ପାଇ ଥିବା ହାଇ ସ୍କୁଲ ଶିକ୍ଷକ ଅଭିଜିତ ନାଏକ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। କୁନି କୁନି କଳାକାର ମାନେ ନୃତ୍ୟ ପରିବେଶଣ କରିଥିଲେ ନୂଆ ଖାଇ ଭେଟ ଅନେକ ଆନନ୍ଦ ଉତ୍ସାହର କଟାଇଥିଲେ ଶେଷରେ ପ୍ରଫୁଲ୍ଲ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ
(ପଦ୍ମପୁରରୁ ନରହରି ବଗର୍ତ୍ତୀଙ୍କ ରିପୋର୍ଟ)