-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ମହାନଗର

"ସମ୍ବଲପୁରବାସୀ ବଢେ ସାହାସୀ, ନିଆଁ ପାଏଁନ୍ କେ ଭି ନାଇଁ ଡର୍ସି"- ପ୍ରବଳ ବର୍ଷା ସତ୍ବେ ସଫଳତାର ସହିତ ସମ୍ପନ୍ନ ହେଲା ତିରଙ୍ଗା ଯାତ୍ରା: ୫୦୦ ମିଟର ଲମ୍ବା ତିରଙ୍ଗା ପତାକା କୁ ଧରି ଐତିହାସିକ ପଦଯାତ୍ରା ମାଧ୍ୟମରେ ରାଷ୍ଟ୍ରଭକ୍ତି ର ଚେତନା ର ଜାଗ୍ରତ କାର୍ଯ୍ୟକ୍ରମ 

14-Aug-2022



 ସମ୍ବଲପୁର(ସଞ୍ଜୀବ କୁମାର ପାଣିଗ୍ରାହୀ) - ସ୍ବାଧୀନତାର ୬୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଚାଲିଛି "ଆଜାଦି କା ଆମୃତ୍ ମହୋତ୍ସବ" କାର୍ଯ୍ୟକ୍ରମ । ବର୍ଷ ତମାମ ଅନେକ ସରକାରୀ ବେସରକାରୀ କାର୍ଯ୍ୟକ୍ରମ ଓ ଯୋଜନାମାନ ହାତକୁ ନିଆଯାଇଛି । କିନ୍ତୁ, ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜି ଙ୍କର ଆହ୍ବାନ କ୍ରମେ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ହର ଘର ତିରଙ୍ଗା ଓ ତିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ର ସମଗ୍ର ଦେଶରେ ବିଶେଷ ଆକର୍ଷଣ ରହିଛି । ପୁର ରୁ ପଲ୍ଲୀ ଯାଏଁ ଓ ପଲ୍ଲୀ ରୁ ଦିଲ୍ଲୀ ଯାଏଁ ସମଗ୍ର ଦେଶରେ ଚାଲିଛି ତିରଙ୍ଗା ଯାତ୍ରା ଓ ତିରଙ୍ଗା ବଣ୍ଟନ କାର୍ଯ୍ୟକ୍ରମ ।
      ଏହି ମର୍ମ ରେ ଆଜି ସମ୍ବଲପୁର ସହରରେ ବିଶାଳ ତିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇ ଯାଇଛି । "ଆମୃତ ମହୋତ୍ସବ ତିରଙ୍ଗା ଯାତ୍ରା କମିଟି" ତରଫ

ରୁ ଆୟୋଜିତ ଆଜିର ଏହି ଐତିହାସିକ ପଦଯାତ୍ରା ରେ ସହରର ଅନେକ ଶିକ୍ଷାନୁଷ୍ଠାନ ର ଛତ୍ର ଛାତ୍ରୀ ସହିତ ବହୁ ସାମାଜିକ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା, ଆଇନଜୀବୀ, ବ୍ୟବସାୟୀ, ବିଶିଷ୍ଟ ବ୍ୟକ୍ତିବଶେଷମାନେ ସକ୍ରିୟ ଯୋଗଦାନ କରିଥିଲେ । 
     ପାଣିପାଗ ବିଭାଗ ର ପୂର୍ବ ସୂଚନା ମୁତାବକ ଗତକାଲି ରାତ୍ରୀ ରୁ ବର୍ଷା ଲାଗିରହିଛି । ସକାଳୁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସତ୍ବେ ଠିକ ସମୟରେ ସ୍ଥାନୀୟ ଜେଲ୍ ଛକ ଠାରେ ପହଞ୍ଚି ଯାଇଥିଲେ ଲୋକେ ।
      ଜେଲ୍ ଛକ ଠାରେ ସ୍ଥାପିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇଥିଲା ଏହି ଐତିହାସିକ ପଦଯାତ୍ରା । ୫୦୦ ମିଟର ଲମ୍ବ ତ୍ରିରଙ୍ଗା କୁ ଧରି ପଦଯାତ୍ରା ଆରମ୍ଭ କରିଥିଲେ ଉପସ୍ଥିତ ରାଷ୍ଟ୍ରଭକ୍ତଗଣ । ଭୂତାପଡ଼ା ଛକ, ଜିଲ୍ଲା ସ୍କୁଲ ଛକ, ଲକ୍ଷ୍ମୀ ଟକିଜ୍ ଛକ, ଧୁଚୁରାପଡ଼ା ଛକ, ଜି.ଏମ କଲେଜ ରାସ୍ତା, ବୁଢ଼ାରଜା ଦେଇ ଶୋଭାଯାତ୍ରା ପହଞ୍ଚିଥିଲା ଅଇଁଠାପାଲି ଛକ ରେ । ଅଇଁଠାପାଲି ଛକ ରେ ସ୍ଥାପିତ ବୀର ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଶେଷ ହୋଇଥିଲା ଶୋଭାଯାତ୍ରା ।
     ଆଜିର ଏହି ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଶ ପଟେଲ ଙ୍କ ସମେତ ସିମାଞ୍ଚଲ ଖଟେଇ, ରାମ ଚନ୍ଦ୍ର ମେହେର, ଦାମୋଦର କର, ସତ୍ୟନାରାୟଣ ପଣ୍ଡା, ବିଷ୍ଣୁ ରକ୍ଷିତ, ମାନସ ରଞ୍ଜନ ବକ୍ସି, ବିପିନ ଭାଟିଆ, ଅଶ୍ଵିନୀ ମାଝି, ସୁଧୀର ବହିଦାର, ଜୟନ୍ତ ଦାସ, ଟୁକୁ ମହାନ୍ତି, ସପନ ମିଶ୍ର, ସଦାନନ୍ଦ ପଣ୍ଡା, ପ୍ରଦୀପ ବେହେରା,

ନୀଳାମ୍ବର ସିକନ୍ଦର, ଶ୍ରୀକାନ୍ତ ପାଣିଗ୍ରାହୀ, ଅର୍ଜୁନ ପଟ୍ଟନାୟକ, ସରୋଜ କୁମାର ଘଡ଼ାଇ, ଗିରିଜା ସାହୁ, ଡା.ପ୍ରଭାସ ଦେବତା, ମୋହନ ପଣ୍ଡା, ଶିବ ଦିୱାନ, କାହ୍ନୁରାମ ଶର୍ମା, ଆଶିଷ ବାବୁ, ରାଜା ବରାଡ,  ରୁପେଶ କୁଅଁର, ଦୟାନିଧି ପ୍ରଧାନ, ପ୍ରଣବ ସତୃଶଲ୍ୟ, ବିକାଶ ପଣ୍ଡା, ଆଶିଷ ପାଢ଼ୀ, ନନ୍ଦ କିଶୋର ମିଶ୍ର, ରଞ୍ଜିତ ରଥ, ପରାଗ ଅଗ୍ରୱାଲ, ଗଣେଷ ପାଲିୱାଲ, ଅନ୍ନପୂର୍ଣ୍ଣା ବାରିକ, ସବିତା ନନ୍ଦ, ପ୍ରଭାସିନୀ ଦାଶ, ରୁନୁ ପ୍ରଧାନ, ଆରତୀ ବରାଡ, ଭାବନି ଦୁଶର, ଅର୍ଚ୍ଚନା ସାହାଣୀ, କାନ୍ତି ମେହେର, ମୁନମୁନ ସୌଦାଗର, ଅନୁଶୟା ସାମଲ, ସୁଜାତା ଗୁରୁ, କାଞ୍ଚନ ଲୁହା, ସଲିଲା ପଣ୍ଡା, ଲକ୍ଷ୍ମୀ ସାହୁ, ଅରୁନ୍ଧତୀ ପାତ୍ର, ରଶ୍ମିତା ହୋତା ପ୍ରମୁଖ ସାମିଲ ଥିଲେ ,ଦେବେନ୍ଦ୍ର ମହାପାତ୍ର ,ଅନିଲ ବେହେରା, ସମୀର ରଞ୍ଜନ ବବୁ, ଫଣି ଭୂଷଣ ମିଶ୍ର, ପ୍ରଭୁଦତ୍ତ ପଣ୍ଡା ,ପ୍ରଦୀପ ସୂପକାର ପ୍ରମୁଖ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like