-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
01-Oct-2020
Bhubaneswar,01/10(Binodini Raula)-ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ନେଇ ଦୋଷ ଲଦାଲଦି । ରାଜ୍ୟ ଦେଉଛି କେନ୍ଦ୍ରକୁ କେନ୍ଦ୍ର ସରକାର ଦେଉଛି ରାଜ୍ୟ ସରକାରଙ୍କୁ ଦୋଷ । ଆଜି ବିଧାନସଭାରେ ଶକ୍ତି ରାଷ୍ଟ୍ରମନ୍ତ୍ରୀ ନିଜ ମୁଣ୍ଡରୁ ଦୋଷ ଖସେଇ ଦେଇଛନ୍ତି । କେନ୍ଦ୍ର 68 ପଇସା ବଢ଼ାଇଛନ୍ତି ଯାହା ରାଜ୍ୟ ବୃଦ୍ଧି ଠହାରୁ ଅଧିକ । ପୂର୍ବରୁ ଶୁଳ୍କ ବୃଦ୍ଧି ଦିନ କେନ୍ଦ୍ରମନ୍ତ୍ରୀ କହିଥିଲେ ରିହାତି ଦେଇଛନ୍ତି କେନ୍ଦ୍ର ସରକାର । ଏବେ ରାଜ୍ୟ ମନ୍ତ୍ରୀଙ୍କ ଗୃହରେ ଅଲଗା ବିବୃତି । କେନ୍ଦ୍ର ହେଉ କି ରାଜ୍ୟ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ସାଧାରଣଲୋକଙ୍କୁ ଶୋଷଣ ।