-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
01-Oct-2020
କେନ୍ଦ୍ରାପଡା : ପଲଟିଲା ଯାତ୍ରୀବାହୀ ବସ୍ । କଟକ-ଚାନ୍ଦବାଲି ରାସ୍ତା ର ଜମଧର ଛକରେ ଦୁର୍ଘଟଣା । ଘରୋଇ ବସ୍ ପବନ କୁମାର ପଲଟିଲା । ସ୍କୁଟି ଚାଳକ କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ । ଆହାତଙ୍କୁ ହସପିଟାଲ ସ୍ଥାନାନ୍ତର ।