-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
01-Oct-2020
କଣ୍ଟାମାଳ,01/10(Bansidhar Maji) କଣ୍ଟାମାଳ ବ୍ଲକ ଘଣ୍ଟାପଡା ଗ୍ରାମର ସୁଦର୍ଶନ ସେନାପତିଙ୍କର ଗତକାଲି ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ଅନ୍ତିମ ସମୟରେ ତାଙ୍କର ତିନିପୁଅ, ତିନିବୋହୁ ଓ ସାନ ଝିଅ ଉପସ୍ଥିତ ଥିଲେ । ବଡ଼ ପୁଅ ତ୍ରୀନାଥ ସାହୁ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ସୁଦର୍ଶନ ପାଲା ସଂସ୍କୃତିର ଜଣେ ଡାହାଣ ପାଳିଆ କଳାକାର ଥିଲେ । ପରୋପକାରୀ ଏବଂ ମିଷ୍ଟଭାଷି ବ୍ୟକ୍ତି ଥିଲେ ।