-+91-9937148622 |

prerana_bgr@rediffmail.com |

  Tuesday 5th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   (05-May-2026)       ||      ଚାଷୀ ସଚେତନତା ସମାବେଶ    (05-May-2026)       ||      ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (05-May-2026)       ||      ଅଧଘଣ୍ଟା ଧରି ପଡି ରହିଲେ ଡାକ୍ତର ଦେଖୁଲେ ନାହିଁ ♦️ ଏଇ ହେଉଛି ବିଶ୍ୱସ୍ତରୀୟ ହସ୍ପିଟାଲ   (05-May-2026)       ||      ଆତ୍ମରକ୍ଷା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ   (05-May-2026)       ||      *ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   (04-May-2026)       ||      ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା    (04-May-2026)       ||      *ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   (04-May-2026)       ||      ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   (04-May-2026)       ||      लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   (04-May-2026)       ||      Summer Camp Inaugurated at Brightmoor International School   (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ    (04-May-2026)       ||      ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା :ଦୁଇ ଜଣ ଗିରଫ   (04-May-2026)       ||      *ଉଦ୍‌ଘାଟନ ପର୍ଯ୍ୟନ୍ତ ୧୨୪ କିଲୋମିଟର ଭାରତମାଳା ରାସ୍ତା ବନ୍ଦ*   (04-May-2026)       ||      ଲୋଇସିଂହାରେ ବ୍ରାଇଟମୁର ଇଣ୍ଟରନ୍ୟାସନାଲ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍ଘାଟିତ   (04-May-2026)       ||      ହରିଶଙ୍କର ପୀଠରେ ବରଗଡ଼ର ସମାଜସେବୀ ସମ୍ମାନିତ    (04-May-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (04-May-2026)       ||      ପାତାଳ ଗଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ପବିତ୍ରବୈଶାଖ ମେଳା ଆରମ୍ଭ   (03-May-2026)       ||      ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ନାରଦ ଜୟନ୍ତୀ ଉତ୍ସବ ପାଳିତ   (03-May-2026)       ||     

HOME   ଜିଲ୍ଲା

୭ ଟି ଗ୍ରାମ ପଂଚାୟତ ର କୃଷକ ସଂଗଠନ ଗଠିତ 

23-Jul-2022



ସାଲେଭଟା(ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ଆଗଲପୁର(ଡୁଡୁକା) ବ୍ଳକରେ ଅତିମରୁଡି ପ୍ରବଣ ଥିବା ୭ଟି ଗ୍ରାମପଂଚାୟତର ନୁତନ କୃଷକ ସଂଗଠନ ଗଠନ କରାଯାଇ ଏହାର କର୍ମକର୍ତା ଗଠନ କରାଯାଇଛି । । ଆଜି ମାନସ ବିହାର ମାନଓ ମନ୍ଦିର ଠାରେ ପୁର୍ବତନବ୍ଳକ ଅଧ୍ୟକ୍ଷ ରତ୍ନାକର ମିଶ୍ର ସଭାପତିତ୍ୱରେ ଏକ ବୈାଠକ ଅନୁଷ୍ଠିତ ହୋଇଛି ।  ଆଗଲପୁର(ଡୁଡୁକା) ବ୍ଳକର ଝରଣିପାଲି,ନୁନିଅ।।ଁପାଲି,ବଡଟିକା,ନଅଗାଁ(ଖ),ବେନ୍ଦ୍ରା, ପଟୁଆପାଲି ଓ ସାଲେଭଟା ପ୍ରଭୃତି ଗ୍ରାମପଂଚାୟତ ତରଫରୁ  ଏକ ନୁତନ କୃଷକ ସଂଘଠନ ସଂଗ୍ରାମ କମିଟୀ ଗଠନ କରାଯାଇଛି ।  ଏଥିରେ ପୁର୍ବତନବ୍ଳକ ଅଧ୍ୟକ୍ଷ ରତ୍ନାକର ମିଶ୍ର ସଭାପତି, ରହିଥିବାବଳେ ଶ୍ୟାମସୁନ୍ଦର ବିଶ୍ୱାଲ ସଂପାଦକ  ରହିଛନ୍ତି ।   ସେହିପରି ଉଦେନାଥ ନାଏକ,ସୋମନାଥ ବିଶ୍ୱାଲ, କଲାରସିଂ ବାଗ, ଜୟକୃଷ୍ଣ ପଧାନ, ଚନ୍ଦ୍ରଶେଖର ନାଏକ, ହିତାଂଶୁ ସାହୁ, ଶେଷହେବ ନାଏକ, ବୃନ୍ଦାବନ ସେଠ,ପୂର୍ଣ୍ଣଚନ୍ଦ୍ର ସାହୁ,ଫକିର ବିଶ୍ୱାଲ ରବିନ୍ଦ୍ର ସାହୁ, ଉତମ ଭୋଇ, ଯୋଗେଶ୍ୱର ପଧାନ,ଆନନ୍ଦ ପଧାନ,ରବିଚନ୍ଦ୍ର ବସ୍ତିଆ,ପ୍ରମୋଦ ମିଶ୍ର, ଶଶିଭୂଷଣ ମହାକୁର,ନୂରାଚାନ୍ଦ ସାହୁ ଓ ମହେନ୍ଦ୍ର ପଧାନ ପ୍ରମୁଖ ଙ୍କୁ ନେଇ ଏକ ସଂଗ୍ରାମ ପରିଷଦ ଗଠନ କରାଯାଇଛି । ୭ଟି ଗ୍ରାମ ପଂଚାୟତର ଚାଷୀ ମାନେ ଗତ ବର୍ଷ ମରୁଡି ର ଶିକାର  ହୋଇ କ୍ଷତିଗ୍ରସ୍ତ ହୋଇଥିଲେ । ନିର୍ଦ୍ଧାରିତ ସମୟ ସିମାମଧ୍ୟରେ ପାଣିପାଗ ଆଧାରି ୨୦୨୦-୨୧ ବର୍ଷ ପ୍ରଧାନମନ୍ତ୍ରୀ ଫସଲବିମା ଯୋଜନାରେ ବିମା କରି ଥିଲେହେଁ ତାର ପ୍ରାପ୍ୟରାଶି ପାଇ ପରୁନାହାନ୍ତି । ଏପରିକି ଉକ୍ତ ବ୍ଳକ ର ଜଳସେଚିତ ପ୍ରାମପଂଚାୟତ ମରୁଡି ସହାୟତା ପାଇଥିଲେହେଁ ଉକ୍ତ ୭ଟି ଯାକ ଗ୍ରାମପଂଚାୟତ ଉତ୍କଟ ମରୁଡିର ର ଶିକାର ହୋଇଥିଲେ । ଏହା ଏ ଅଂଚଳର ବୋଝ ଉପରେ ନଳିତା ବିଡାସଦୃଶ ହୋଇଛି । ଏଥିପାଇଁ ଚାଷୀ ମାନେ ଅନେକ କୃଷି ବିଭାଗ ,ବୀମା କମ୍ପାନୀ ଅଫିସକୁ  ଯାଇ  ନୟାନ୍ତ ଓ  ନିରାସ ହୋଇ ହଇରାଣ ହରକତ ହୋଇଥିବା ଅଭିଯୋଗ କରାଯାଇଛି । ଉକ୍ତ ଅଂଚଳରୁ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ  ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷୀମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ରାଜ୍ୟ କୃଷୀ ନିର୍ଦେଶକ ପ୍ରେମଚାନ୍ଦ ଚୈଧୁରୀ,ଆସିଏସ ମୁଖ୍ୟ ଉଦ୍ଧବ ମାଝୀ ଓ ବୀମା କମ୍ପାନୀ (ଏଆଇସି) ଅଧିକାରୀ ଙ୍କୁ ଭେଟି ଆଲୋଚନା କରିଥିଲେ ।  ରାଜ୍ୟ ମୁଖ୍ୟ କୃଷୀ ଦିର୍ଦେଶକ ଖୁବ ଶିଘ୍ର ବିମାରାଶି ପ୍ରଦାନ କରାଯିବ ହୋଲି ପ୍ରତିଶୃତି ହେଇଥିଲେ ହେଁ ଏପର୍ଯ୍ୟନ୍ତ ଏହାର ପ୍ରପ୍ୟ ପ୍ରଦାନ କରାଯାଇନଥିବାରୁ ଏହାର ବିରୋଧରେ ଆସନ୍ତା ୨୬ ତାରିଖ ମଙ୍ଗଳବାର ଦିନ ବଲାଙ୍ଗିର - ବରଗଡ ୨୬ ନମ୍ବର ରାଜପଥ ରୁଗୁଡିଖାଲ  ଠାରେ ଅବରେଧ କରିବାକୁ ନିସ୍ପତି ଗ୍ରହଣ କରାଯାଇଛି ।
 


News Comment




Photo in News

Advertisment
Lastest News
  ରାଜ୍ୟ  
ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   05-May-2026
  ଜିଲ୍ଲା  
ଚାଷୀ ସଚେତନତା ସମାବେଶ   05-May-2026
  ଜିଲ୍ଲା  
ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   05-May-2026
  ଜିଲ୍ଲା  
ଅଧଘଣ୍ଟା ଧରି ପଡି ରହିଲେ ଡାକ୍ତର ଦେଖୁଲେ ନାହିଁ ♦️ ଏଇ ହେଉଛି ବିଶ୍ୱସ୍ତରୀୟ ହସ୍ପିଟାଲ   05-May-2026
  ଜିଲ୍ଲା  
ଆତ୍ମରକ୍ଷା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ   05-May-2026
  ଜିଲ୍ଲା  
*ସହରାଞ୍ଚଳ ର ସୌନ୍ଦର୍ଜୀ କରଣ କୁ ଅଧିକ୍ ଗୁରୁତ୍ଵ ଦେଉଛି ଆମ ସରକାର*- *ମନ୍ତ୍ରୀ* -   04-May-2026
  ଜିଲ୍ଲା  
ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ନାତକ କଳା ଛାତ୍ରୀଙ୍କ ସଫଳତା* ପାଇଁ ସମ୍ବର୍ଦ୍ଧନା ସଭା   04-May-2026
  ଜିଲ୍ଲା  
*ଡାବୁଗାଁ ମଣ୍ଡଳ ବିଜେପି ତରଫରୁ ବିଜୟ ଉତ୍ସବ ପାଳିତ*   04-May-2026
  ରାଜ୍ୟ  
ପାଟଣେଶ୍ୱରୀ ଦେବୀଙ୍କ ପ୍ରତିମୁର୍ତ୍ତିରେ ସିମେଣ୍ଟ, ଚୁନ ପଥର ପଡୁଛି   04-May-2026
  ଜିଲ୍ଲା  
लोइसिंघा: ब्राइटमूर इंटरनेशनल स्कूल में ग्रीष्मकालीन शिविर का उद्घाटन   04-May-2026
  ରାଜ୍ୟ  
Summer Camp Inaugurated at Brightmoor International School   04-May-2026
  ଜିଲ୍ଲା  
ବିଶ୍ୱ ପତ୍ରକାରିତା(ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ) ଦିବସ ପାଳିତ   04-May-2026

You Might Also Like