-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
23-Jul-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ନୁନିଆଁପାଳି ପଂଚାୟତ ଅନ୍ତର୍ଗତ ପାଣ୍ଡେସରା ଗ୍ରାମରେ ଆଲୋକ ପାଠାଗାର ନଅଗାଁ ଖ ଓ ପାଣ୍ଡେସାରା ଗ୍ରାମର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମିଳିତ ଆନୁକୁଲ୍ୟରେ ଗ୍ରାମରେ ସଫେଇ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ
କାର୍ଯ୍ୟକ୍ରମରେ ଗ୍ରାମର ରାସ୍ତାଘାଟ, ନଳକୂଅ, ନାଳ ନର୍ଦ୍ଦମା ସହ ପୋଖରି ସଫେଇ କରିଥିଲେ l ଏଥିରେ ଗ୍ରାମର ସମସ୍ତ ମହିଳା ସାମିଲ ହୋଇ ଗ୍ରାମ ଚାରିପାଖ ସଫେଇ କରିଥିଲେ l ନାଳ ନର୍ଦ୍ଦମା ସଫାକରିବା ସହ ଚାରିଆଡ଼େ ବ୍ଲେଚିଂ ପାଉଡର ପକାଇ ବିଶୋଧନ କରିଥିଲେ l