-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2022
ବଲାଙ୍ଗିର (ପ୍ରେରଣା ଖବର) ଆଜି ଜେ. ଏସ.ଏମ. ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ର ପରିଷଦଙ୍କର ନେତୃତ୍ୱରେ ତଥା ବନବିଭାଗର ତତ୍ତ୍ୱାବଧାନରେ କଲେଜର ଶିକ୍ଷକ ଶିକ୍ଷୟତ୍ରି ଓ
ଛାତ୍ର ଛାତ୍ରି ମାନଙ୍କ ଦ୍ୱାରା ସ୍ଥାନିୟ ଛୁଇବନ୍ଦ ପାଖରେ ଥିବା ସ୍ଥାନରେ ବୃକ୍ଷରୋପଣ କରାଯାଇଛି । ଏଥିରେ ପରିବେଶ ପ୍ରତି
ସଚେତନ ହୋଇ କିଭଳି ସବୁଜ ପରିବେଶ ସୃଷ୍ଟି ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ବୃକ୍ଷ ରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କଲେଜ ର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ l