-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର: ଗୋ ସୁରକ୍ଷା ଦାତବ୍ୟ ନ୍ୟାସର ଦ୍ଵିତୀୟ ଆଶ୍ରୟସ୍ଥଳୀ ଉଦଘାଟିତ

11-Jul-2022



ସୁବର୍ଣ୍ଣପୁର /ସୁବର୍ଣ୍ଣପୁର ଜିଲ୍ଲା ହଲହଲପୁର ଠାରେ ଥିବା ଗୋ ସୁରକ୍ଷା ଦାତବ୍ୟ ନ୍ୟାସର ଦ୍ଵିତୀୟ ଆଶ୍ରୟସ୍ଥଳୀ ଉଦଘାଟିତ ହୋଇ ଯାଇଛି।ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଆଶ୍ରୟସ୍ଥଳୀର ଉଦଘାଟନ କରିଛନ୍ତି।ସାମ୍ପ୍ରତିକ ସ୍ଥିତିରେ ଯେତେବେଳେ ଗୋ ମାଲିକ ମାନଙ୍କ ସମ୍ବେଦନଶୀଳତା ହଜି ହଜି ଯାଉଛି , ଯେତେବେଳେ ରୁଗଣ ଓ ବୟସାଧିକ୍ୟ ଗୋରୁ ମାନଙ୍କୁ ମାଲିକ ମାନେ ସେବା ଯତ୍ନ ନ କରି ବାହାରେ ଛାଡି ଦେଉଛନ୍ତି ସେହି ସମୟରେ ଏହି ଗୋ ସୁରକ୍ଷା ଦାତବ୍ୟ ନ୍ୟାସ ଦ୍ୱାରା ପ୍ରତିଷ୍ଠା ଗୋ ଆଶ୍ରୟସ୍ଥଳି ସେହି ଅବାଂଛିତ ଗୋରୁଙ୍କୁ ଆପଣେଇ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସେବା ଶୁଶ୍ରୁଷା କରିବା ସହିତ ପାରମ୍ପରିକ ରୀତିନୀତିରେ ଅନ୍ତିମ ସଂସ୍କାର କରିବାର ମହାନତାକୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର l ତେବେ ଜୁନ ୨୦୧୬ ମସିହାରେ ପ୍ରତିଷ୍ଠିତ ଟ୍ରଷ୍ଟରେ ୧୫୦ ଗୋରୁଙ୍କ ଆଶ୍ରୟ ଦେବାରେ ସକ୍ଷମ ଥିବା ବେଳେ ଆଜି ପୁଣି ଜିଲ୍ଲା ପ୍ରଶାସନ ତଥା ପ୍ରାଣୀଧନ ବିକାଶ ବିଭାଗ ସୁବର୍ଣ୍ଣପୁର ରାଜ୍ୟ ସରକାରଙ୍କ ବୁଲା ଗାଈ ଗୋରୁଙ୍କ ପାଇଁ ଆଶ୍ରୟ ସ୍ଥଳ ଯୋଜନା ଅଧୀନରେ ରାଜ୍ୟରେ ପ୍ରଥମ ଭାବେ ଏହି ଯୋଜନାରେ ଗୋ ଆଶ୍ରୟ ସ୍ଥଳ ଜିଲ୍ଲା  ଟ୍ରଷ୍ଟି ଭଜନଲାଲ ଅଗ୍ରୱାଲ ଙ୍କ ଆଗ୍ରହରେ ପୁନଃ ୧୫୦ ଗୋରୁଙ୍କ ପାଇଁ ଏହି ସ୍ଥାନରେ ଦ୍ଵିତୀୟ ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି ,ଯାହା ଜିଲ୍ଲାପାଳ ଉଦଘାଟନ କରି ଏହି ନ୍ୟାସର ଭୁୟସୀ ପ୍ରଶଂସା କରିବା ସହିତ ଜିଲ୍ଲା ପ୍ରଶାସନ ପାରୁ ପର୍ଯ୍ୟନ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଏହି ଗୋ ଆଶ୍ରୟ ସ୍ଥଳ ଦ୍ୱାରା ବୁଲା ଗୋରୁଗାଈଙ୍କ ଉପଯୁକ୍ତ ଥଇଥାନ ସହ ରକ୍ଷଣ ବେକ୍ଷଣା ହୋଇପାରିବ ପୁନଶ୍ଚ ରାସ୍ତା ଦୁର୍ଘଟଣା କୁବହୁ ମାତ୍ରାରେ ରୋକା ଯାଇପାରିବା ସହିତ ଗାଈ ଗୋରୁଙ୍କ ଉପଯୁକ୍ତ ସୁରକ୍ଷା କରାଯାଇପାରିବ l ଆଜି ଏହି ଗୋ ଆଶ୍ରୟ ସ୍ଥଳ ଉଦଘାଟନ ସହ ଏମ ଜି ଏନ ଆର ଇ ଜି ଏସ ଯୋଜନାରେ ୩ ଏକର ପରିଧିଷ୍ଟ କ୍ଷେତ୍ରରେ ଘାସ ଚାଷ ନିମନ୍ତେ ଶୁଭ ଉଦଘାଟନ କରି ଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର l ଯାହା ଦ୍ୱାରା ଗୋ ଶାଳରେ ଆଶ୍ରିତ ଗୋରୁଙ୍କ ଖାଦ୍ୟ ର ଆବଶ୍ୟକତା ମେଣ୍ଟାଯାଇପାରିବ ଓ ଅନ୍ୟ ବାହାର ଲୋକ ମଧ୍ୟ ଏଠାରୁ ଉପକୃତ ହୋଇପାରିବେ l ଗୋଶାଳ ଦ୍ୱାରା ଚାଷୀଙ୍କୁ ଜୈବିକ ଖେତୀ ରେ ମଧ୍ୟ ସହାୟକ ହେବ l ଆଜିର ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା, ପି ଡି ଡି ଆର ଡି ଏ ଶ୍ରୀ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ,ବି ଡି ଓ ହେମସାଗର ଭୋଇ ସି ଡି ଭି ଓ ଡ଼ଃ ଅନନ୍ତ ପ୍ରସାଦ ପଣ୍ଡା, ଏ ଡି ଭି ଓ ଡ଼ଃ ଅଶେଷ କୁମାର କର, ଡ଼ଃ ରମେଶ ଚନ୍ଦ୍ର ପ୍ରଧାନ, ଡ଼ଃ ହିମାଂଶୁ କୁମାର ମହନ୍ତ,ତଥା ଗୋ ପ୍ରେମୀ, ଟ୍ରଷ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ l ଆଗକୁ ଏହି ନ୍ୟାସର ବିଭିନ୍ନ କାର୍ଯ୍ୟ ପାଇଁ ମିଶନ ଶକ୍ତିର ମହିଳା ମାନଙ୍କୁ ମଧ୍ୟ ଯୋଡ଼ାଯାଇଥିବା ସୂଚନା ମିଳିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026

You Might Also Like