-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||     

HOME   ଜିଲ୍ଲା

ଖପ୍ରାଖୋଲ ପଞ୍ଚାୟତ ରେ ମନରେଗା ଯୋଜନା ଦିଗହରା : ଜେଇ , ଜି.ଆର.ଏସ ଙ୍କ ଛିଡୁ ନି ଭାଗବଣ୍ଟା , ହିତାଧିକାରୀ ହନ୍ତସନ୍ତ

30-May-2022



ପାଟଣାଗଡ଼: ଖପ୍ରାଖୋଲ ଦାଦନ ପ୍ରବଣ ଅଞ୍ଚଳରେ ଦାଦନ ରୋକିବା ପାଇଁ ନିଜ ଭିଟା ମାଟିରେ ଦାଦନ ପେଟକୁ ଦାନା ଦେବା ପାଇଁ ସରକାର ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ନିଜ ଭିଟା ମାଟିରେ ରହି କାମ କରି ବଞ୍ଚିବା ସହିତ ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ବିଭିନ୍ନ କାମ ଗୁଡିକ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଜମି ଉନ୍ନତିକରଣ, ବହୁମୁଖୀ ପୋଖରୀ, ଗାଈ ଗୁହାଳ, ଛେଳି ଗୁହାଳ ନିର୍ମାଣ କରି ଗରିବ ଶ୍ରମିକ ସ୍ୱାବଲମ୍ବୀ ହେବା ସହିତ ଆର୍ଥିକ ଉନ୍ନତିର ଅଗ୍ରଗତି ନିମନ୍ତେ ଯୋଜନା କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ବେପାରୁଆ ମନୋଭାବ ପାଇଁ ହିତାଧିକାରୀ ଏହି ସବୁ ଯୋଜନାରେ କାମକରି ମାସ ମାସ , ବର୍ଷ ବର୍ଷ ପର୍ଯ୍ୟନ୍ତ ମଜୁରୀ ପାଉନାହାନ୍ତି । ସରକାରଙ୍କ ମନରେଗା ଯୋଜନା ଦିଗହରା ହୋଇ ପଡିଛି । ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରାମ ପଞ୍ଚାୟତର ହିତାଧିକାରୀଙ୍କ ଠାରୁ । ସୂଚନାଯୋଗ୍ୟ ଖପ୍ରାଖୋଲ ପଞ୍ଚାୟତର ବଡ଼ଗୁର୍ଜିଭଟା, ମହୁରୁଣ୍ଡି, କର୍ଲାକୁଟୁନା, କୁର୍ଲୁମାଲ , ଗୁଣ୍ଡୁରୁପାଲି ଓ ଖପ୍ରାଖୋଲ ଗ୍ରାମର ଲୋକ ମାନେ ମନରେଗା ଯୋଜନାରେ ଜମି ଉନ୍ନତି କାମ କରି ଥିବାବେଳେ ବିଭାଗୀୟ ଜେଇ ଓ ଜି ଆର ଏସ ଙ୍କ ପିସି ଭାଗ ବଣ୍ଟା ଛିଣ୍ଡୁ ନ ଥିବାରୁ ଗରିବ ମୁଜୁରିଆ ପେଟକୁ ଦାନା ଯୋଗାଇବା ଆଶା, ଆଶାରେ ରହିଯାଇଛି ବୋଳି ମହୁରୂଣ୍ଡି ଗ୍ରାମର ଗୁଣମଣି ଭୋଇ ହିତାଧିକାରୀ ଅଭିଯୋଗ କରିଛନ୍ତି । ସେ ଦୀର୍ଘ ଏକ ବର୍ଷ ହେଲା ଜମି ଉନ୍ନତିକରଣ କାମ କରି ପଇସା ପାଇ ନାହାନ୍ତି । ନିଳାମ୍ବର ଭୋଇ, ପରମା ନନ୍ଦ ପଧାନ, ରବୀନ୍ଦ୍ର ଭୋଇ ବର୍ତ୍ତମାନ ପର୍ଯ୍ୟନ୍ତ କାମ କରି ପଇସା ପାଇନାହିଁ । ସେହିପରି ଚିତ ଭୋଇ , ବିପିନ ଭୋଇ ମଧ୍ୟ ଅଧ ଅଧ ପଇସା ପାଇ ବାକି ରହି ଯାଇଥିବାରୁ ହିତାଧିକାରୀ ଧାଇଁ ଧାଇଁ ନୟାନ୍ତ ହେଲେଣି କିନ୍ତୁ କେହି କର୍ଣପାତ କରୁନାହାନ୍ତି । ଖପ୍ରାଖୋଲ ପଞ୍ଚାୟତର ଜେଇ ଦାଇତ୍ଵରେ ରାଜକିଶୋର ନାଏକ ରହିଥିବା ବେଳେ ନୀଳମଣି ଜାଲ ଜି.ଆର.ଏସ ଦାଇତ୍ୱ ରେ ରହିଥିବା ଜଣାପଡିଛି । ହିତାଧିକାରୀ ବିଲ ପାଇଁ ଜେଇ ପାଖକୁ ଗଲେ ଜି ଆର ଏସ ଫାଇଲ ଅପ ଟୁ ଡେଟ କରୁ ନାହାନ୍ତି ବୋଲି କହୁ ଥିବା ବେଳେ ଜି ଆର ଏସ ଧାରା ଛୁଆଁ ଦେଉ ନାହାନ୍ତି । ମନରେଗା ଯୋଜନାରେ ସରଲୀକରଣ ଓ ସୁବିଧା ରେ ଏହି ଯୋଜନାକୁ ଫଳପ୍ରଦ କରିବା ପାଇଁ ଜି ଆର ଏସ ମାନଙ୍କୁ ପଞ୍ଚାୟଚା କାର୍ୟଳୟରେ ସବୁ ଦିନ ଉପସ୍ଥିତ ରହି ଜନସାଧାରଣଙ୍କ କାମ କରିବା ପାଇଁ ସରକାର ନିଯୁକ୍ତି ଦେଇଥିବା ବେଳେ ଖପ୍ରାଖୋଲ ପଂଚାୟତର ଜି ଆର ଏସ ଜାଲ ବାବୁ କୁଆଡେ ଅନ୍ତର୍ଧ୍ୟାନ ହୋଇ ଯାଇ ଥିବା ଅଭିଯୋଗ ହୋଇଛି । ଜେଇ ପାଖକୁ ଗଲେ ଜେଇ ରାଜ କିଶୋର ବାବୁ ଙ୍କ ରାଜାଠାଣି ଗରିବ ଶ୍ରମିକଙ୍କୁ ଅତିଷ୍ଠ କରି ପକାଉଛି । ଶ୍ରମିକଙ୍କ କାମର ନିଜ ପକେଟ ଗରମ ପାଇଁ ଭାଗ ଛିଣ୍ଡୁ ନ ଥିବାରୁ ଫାଇଲ ମାସ ମାସ  ପଡ଼ି ରହିଥିବା ବେଳେ ଠିକାଦାରଙ୍କ ଫାଇଲ ରାତାରାତି ସମାପନ ହୁଏ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଏହି ପଂଚାୟତର ପିଇଓ ଆଉ ଜଣେ କରିତକର୍ମା ଅଧିକାରୀ । ନୀଳ ବାବୁ ଓ ପିଇଓ ଙ୍କ ମଧୁଚନ୍ଦ୍ରିକାରେ ମନରେଗା ଯୋଜନାରେ ବିଗତ ବର୍ଷରେ ଅଧ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ ହୋଇ ଥିବା ଜନସାଧାରଣ ରେ ଚର୍ଚ୍ଚା । ପିଇଓ ବାହୁବଳେନ୍ଦ୍ର ବାହୁ ବଲ ତ ନୁହଁ ତୀକ୍ଷ୍ମଣ ବୁଦ୍ଧିବଳରେ କାମ ନ କରି ଅଧକୋଟିରୁ ଉର୍ଦ୍ଧ୍ବ ଟଙ୍କା ଚଳୁ ହୋଇ ଥିବାରୁ ଦୀର୍ଘ ଦୁଇ ମାସ ହେବ ନୂତନ ଭାବେ ଯୋଗ ଦେଇଥିବା ପିଇଓ ମନୋଜ ସାହୁଙ୍କୁ ଚାର୍ଜ ଦେଇନାହାନ୍ତି । କାମ ସମ୍ୱନ୍ଧୀୟ ପଚାରିଲେ ମତେ ଚାର୍ଜ ଦେଇ ନଥିବା ରୁ ମୁଁ କିଛି ଜାଣି ନାହିଁ ବୋଲି ପିଇଓ ମନୋଜ ସାହୁ କହିଛନ୍ତି । ପିଇଓ , ଜି.ଆର.ଏସ ଓ ଜେଇ ଉତ୍ତମ ସମ୍ପର୍କ ସ୍ଥାପନ କରି ମାଲେ ମାଲ ହେଉ ଥିବା ବେଳେ ଜନସାଧାରଣ ଘାଂଟି ଚକଟି ହେଉଥିବା ଜଣାଯାଇଛି । ଏନେଇ ବିଡିଓ ରଶ୍ମିରଞ୍ଜନ ରାଉତ ଙ୍କୁ ପଚାରିବାରୁ ହିତାଧିକାରୀଙ୍କ ଅଭିଯୋଗ କ୍ରମେ ତାଗିଦ କରାଯାଇଛି ଓ ଆଗକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଖପ୍ରାଖୋଲ ପଞ୍ଚାୟତରେ ଦୁର୍ନୀତି ଚରମ ସୀମାରେ ପହଂଚି ଥିବା ବେଳେ ଉଚିତ ତଦନ୍ତ କଲେ ଲୋକଲୋଚନକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପଂଚାୟତବାସୀ ଦାବୀ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ   29-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026

You Might Also Like