-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ    (25-Jun-2026)       ||      ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   (25-Jun-2026)       ||      ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   (25-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ    (25-Jun-2026)       ||      ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   (25-Jun-2026)       ||      ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   (25-Jun-2026)       ||      ୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ    (25-Jun-2026)       ||      ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   (25-Jun-2026)       ||      ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର    (25-Jun-2026)       ||      ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   (25-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   (25-Jun-2026)       ||      କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର    (25-Jun-2026)       ||      ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||     

HOME   ଜିଲ୍ଲା

ଚାଷୀ ସଂଗଠନ ନେବାକୁ ଯାଉଛି ଉଗ୍ରଋପ :ଜେଲଭରା ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

30-May-2022



ପଦ୍ମପୁର -ବରଗଡ଼ ଜିଲ୍ଲା ର ପଦ୍ମପୁର ସହର ସ୍ଥିତ ଗୋରୁ ବଜାର ଠାରେ ରାଜବୋଡାସମ୍ବର କୃଷକ ସଂଗଠନ ପଦ୍ମପୁର ଉପଖଣ୍ଡ ର ଏକ ଜରୁରୀ ବୈଠକ ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକ ଙ୍କ  ସଭାପତିତ୍ୱ ଅନୁଷ୍ଠିତ  ହୋଇଯାଇଛି l ସଭା ପ୍ରାରମ୍ଭ ରୁ ଚାଷୀ ସଂଗଠକ ଘେଁସ ର ସ୍ବର୍ଗତ ସରୋଜ ଭୋଇ ଓ ସୋହେଲା ଇଛାପାଲି ର ସମାଜସେବୀ ଯଶୋବନ୍ତ ଭୋଇ ଙ୍କ  ଶୋକ ସଭା ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରି ଶୋକ ସଭା ପାଳନ କରା ଯାଇଥିଲା l ଗତ ୨୭ ତାରିଖ ଦିନ ସୋହେଲା ଠାରେ ଚାଷୀ ମାନେ ନିଜର ହକ ର ଲଢ଼େଇ ଫସଲବୀମା ପ୍ରସଙ୍ଗ ଉପରେ ଆନ୍ଦୋଳନ କରୁଥିବା ସମୟରେ ପ୍ରସାଶନ ଚାଷୀ ମାନଙ୍କୁ ବଳ ପୂର୍ବକ ଆନ୍ଦୋଳନ ସ୍ଥଳରୁ ଉଠାଇନେବା  ଓ ଗିରଫ କରିବା ଘଟଣା କୁ ଦୃଢ଼ ନିନ୍ଦା କରା ଯାଇଥିଲା l ବିଗତ ୨୦୨୧ ଖରିଫ ଋତୁ ଫସଲ ସମୟରେ ଭୟଙ୍କର ମରୁଡି ର ସମ୍ମୁଖୀନ ହୋଇଥିବା ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକ ର ଚାଷୀ ମାନଙ୍କୁ ସରକାର ଙ୍କ କୌଣସି ମରୁଡି ସହାୟତା ଦିଆ ନଯିବା ଏକ ଦୁର୍ଭାଗ୍ୟର ବିଷୟ ଅଟେ ଏବଂ ଏହା ଉପରେ  ସଂଗଠନ ଉଦବେଗ ପ୍ରକାଶ କରିଥିଲା ଓ ବୀମା କମ୍ପାନୀ ର ଟାଳଟୁଳ ନୀତି  କୁ ବରଦାସ୍ତ କରା ଯିବ ନାହିଁ ବୋଲି କ୍ଷୋଭ ପ୍ରକାଶ ପାଇଥିଲା l ବାରମ୍ବାର ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ପ୍ରଦାନ ପାଇଁ ବିଭିନ୍ନ ସମୟରେ ଆଲୋଚନା, ଧାରଣା,ତାଲାବନ୍ଦ ତଥା ବ୍ଲକ ସ୍ତରୀୟ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ପ୍ରସାଶନ ଏବଂ ସରକାର ଙ୍କ କମ୍ପାନୀ ପ୍ରୀତି ଆଜି ପର୍ଯ୍ୟନ୍ତ ଚାଲୁ ରହିଛି ଏବଂ କାନ୍ଦୁଥିବା ଚାଷୀ ମାନଙ୍କ ସରକାର ଏବଂ ପ୍ରସାଶନ ବର୍ତ୍ତମାନ ପ୍ରଯ୍ୟନ୍ତ ନିରବ ଦ୍ରଷ୍ଟା ସାଜି ଚୁପ ହୋଇ ବସିଛନ୍ତି l ଆଗରୁ ସମସ୍ତ ଆଲୋଚନା ବିଫଳ ହୋଇଥିବାରୁ ଚାଷୀ କୁଳ ହତାଶ ହୋଇ ବର୍ତ୍ତମାନ ଉଗ୍ର ରୂପ ପ୍ରଦର୍ଶନ କରିବାକୁ ବାଧ୍ୟ ହେଉଛନ୍ତି l ତେଣୁ ପଦ୍ମପୁର ଉପଖଣ୍ଡ ର ସମସ୍ତ ଚାଷୀ ମାନଙ୍କ ବୀମା ଟଙ୍କା

ଓ ମରୁଡି ସହାୟତା ରାଶି ଆଗାମୀ ୧୨ ଜୁନ ସୁଦ୍ଧା ପ୍ରଦାନ କରାନଯାଏ ତାହେଲେ ଆସନ୍ତା ୧୩-୬-୨୦୨୨ ରିଖ ଦିନ ଠାରୁ ପଦ୍ମପୁର ଉପଖଣ୍ଡ ର ହଜାର ହଜାର ଚାଷୀ ପଦ୍ମପୁର ଠାରେ ସମାବେଶ ହୋଇ ଆଇନ ଅମାନ୍ୟ ଆନ୍ଦୋଳନ କରିବା ସହିତ ଜେଲ ଭରୋ ଆନ୍ଦୋଳନ କରା ଯିବ ଏବଂ ପଦ୍ମପୁର ଉପଖଣ୍ଡ ର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ବ୍ୟାଙ୍କ କୁ ସମ୍ପୂର୍ଣ୍ଣ ଭାବେ ଅଚଳ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା l ଏହି ଚେତାବନୀ ଶେଷ ଚେତାବନୀ ବୋଲି ସଂଗଠନ ର ଆବାହକ ଅଶୋକ ସାହୁ ଘୋଷଣା କରିଥିଲେ l ଏହି ବୈଠକରେ ଚାଷୀ ନେତା ରମେଶ ମହାପାତ୍ର, ଆଇନ ପରାମର୍ଶ ଦାତା ଅଜିତ ଶତପଥୀ, ଚିନ୍ମୟ କୁମାର ପଣ୍ଡା,ଦହିତ ସାହୁ,ଲିଙ୍ଗରାଜ ପଧାନ,କୈଳାଶ ବାରିକ, ପ୍ରଶାନ୍ତ ପଧାନ, ରୋହିତ ପଧାନ,ଅଶୋକ ସାହୁ,ଅରବିନ୍ଦ ପଣ୍ଡା, ବିରେନ୍ଦ୍ର ପଧାନ, ଗଜପତି ସାହୁ,ଆନନ୍ଦ ଚନ୍ଦ୍ର ପଧାନ, ପ୍ରକାଶ ଚନ୍ଦ୍ର ବରିହା, ସନ୍ତୋଷ ବେହେରା,ଶିବ ସାହୁ,ମହେନ୍ଦ୍ର ପଧାନ,ବିଶ୍ବମ୍ବର ରଣା, ପ୍ରକାଶ ମିଶ୍ର, କାଁହୁ ଚରଣ ମେହେର ଓ ଶତାଧିକ ଚାଷୀ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ   25-Jun-2026
  ଜିଲ୍ଲା  
ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   25-Jun-2026
  ଜିଲ୍ଲା  
ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   25-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   25-Jun-2026
  ରାଜ୍ୟ  
ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   25-Jun-2026

You Might Also Like