-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
24-May-2022
ଲୋଇସିଂହା/ଆଗଲପୁର (ବିନୋଦ କୁମାର ଦୀପ) ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମାଜସେବୀ କୀର୍ତ୍ତନ ଦାସ ଆଗଲପୁର ବ୍ଲକ ସାନଟୀକା ଗ୍ରାମର ଭିନ୍ନକ୍ଷମ ବାଳକ ରାକେଶ ଜୁଏଡ଼ଙ୍କ ଘରକୁ ଯାଇ ତାଙ୍କର ଅଧିକ ଚିକିତ୍ସା ପାଇଁ ନୃସିଂହନାଥ ସ୍ଥିତ ଆୟୁର୍ବେଦିକ
ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ଏହା ସହିତ ଗତବର୍ଷ ବିଜୁଳି ଆଘାତରେ ଗୁରୁତର ହୋଇ ଘରେ ପଡି ରହିଥିବା ଗ୍ରାମର ବିକାଶ ସୁନାଙ୍କୁ ମଧ୍ୟ ଭୁବନେଶ୍ୱର ଏପୋଲୋ ହସ୍ପିଟାଲରେ ଚିକିତ୍ସା କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାଯାଇଛି l