-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
05-Oct-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ରେ ନୂତନ ଭାବରେ ଶ୍ରୀ ସୁମିତ୍ ଫିରୋଜ୍ ଏକ୍କା ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି l ଶ୍ରୀ ଏକ୍କା ସାର ଏହା ପୂର୍ବରୁ ବଲାଙ୍ଗୀର ଟାଉନ୍ ଥାନା ରେ କାର୍ଯ୍ୟରତ ଥିଲେ ସେଠାରେ ଦୀର୍ଘ 9 ମାସ ରହି ସୁଚାରୁରୂପେ କାର୍ଯ୍ୟଭାର ତୁଲାଇ ଥିଲେ l ଶ୍ରୀ ସୁମିତ ଫିରୋଜ ଏକ୍କା ସାର୍ ସମସ୍ତଙ୍କ ର ସହଯୋଗ କାମନା କରିଛନ୍ତି। ଅଞ୍ଚଳର ଆଇନ୍ ଶୃଙ୍ଖଳା ତଥା ଲୋକଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି କାମ କରିବି ବୋଲି କହିଛନ୍ତି। ଆଗଲପୁର ରେ କାର୍ଯ୍ୟରତ ଥିବା ଥାନା ଅଧିକାରୀ ଶ୍ରୀମତୀ ଅନିତା ନାଏକ ବଲାଙ୍ଗୀର ପୋଲିସ ମୁଖ୍ୟାଳୟ କୁ ବଦଳି ହୋଇଛି।