-+91-9937148622 |

prerana_bgr@rediffmail.com |

  Saturday 25th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ    (24-Jul-2026)       ||      ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   (24-Jul-2026)       ||      ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   (24-Jul-2026)       ||      ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (24-Jul-2026)       ||      ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   (24-Jul-2026)       ||      *ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   (24-Jul-2026)       ||      ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି    (24-Jul-2026)       ||      ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   (24-Jul-2026)       ||      ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   (24-Jul-2026)       ||      ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   (24-Jul-2026)       ||      ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   (24-Jul-2026)       ||      ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   (24-Jul-2026)       ||      ଲାଞ୍ଚ ନେବା ପଡ଼ିଲା ମହଙ୍ଗା,ଉପକୋଷାଗାର ପୂର୍ବତନ କିରଣୀଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡ।   (24-Jul-2026)       ||      ସ୍ତ୍ରୀ କୁ ହାଣି ହତ୍ୟା କଲା ସ୍ୱାମୀ - ଥାନା ରେ ଅଟକ ସ୍ୱାମୀ    (24-Jul-2026)       ||      ତଳସରା ବିଧାନସଭା କ୍ଷେତ୍ର ସ୍ତରୀୟ ଉନ୍ନୟନ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ   (23-Jul-2026)       ||      ଦିଲ୍ଲୀ ଜନ୍ତର-ମନ୍ତର ପ୍ରତିବାଦ ଓ ବିଜେଡ଼ି-କଂଗ୍ରେସ ଦୋମୁହାଁ ନୀତି ବିରୋଧରେ ବିଜେପିର ବିଶାଳ ଗର୍ଜନ*   (23-Jul-2026)       ||      "ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ହିଁ ସବୁଠାରୁ ବଡ଼ ଶକ୍ତି"   (23-Jul-2026)       ||      ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ    (23-Jul-2026)       ||      କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ।   (23-Jul-2026)       ||      ଭାରତୀୟ ମଜଦୂର ସଂଘ ନୂଆପଡ଼ା ଶାଖା ଦ୍ଵାରା ୭୨ ତମ ପ୍ରତିଷ୍ଠା ଦିବସ ପାଳିତ   (23-Jul-2026)       ||     

HOME   ଅପରାଧ

ଫିଟୁଛି ପାଟଣାଗଡ ବ୍ଲକ୍ ଜେଇ ହତ୍ୟାର ଗୁମର : ଷୋଳବନ୍ଧ ମନ୍ଦିରରେ ସେଦିନ ଦିନ ୨ ଟା ବେଳେ ଥିଲେ ସନ୍ଦିଗ୍ଧ ୩ ଅଭିଯୁକ୍ତ ଠିକାଦାର !

13-May-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ଗତ ୫ ତାରିଖରେ ପାଟଣାଗଡରୁ ଯୋଗୀମୁଣ୍ଡା ' ମୋ ସ୍କୁଲ୍ ' କାମ ଦେଖିବାକୁ ଯାଇ ବନକାବିଅର ଛକରୁ ନିଖୋଜ୍ କୁହାଯାଉଥିବା ଓ ପରଦିନ ସେଠାରୁ ପ୍ରାୟ ୧ କିମି ଦୂର ଷୋଳବନ୍ଧ ପଞ୍ଚାୟତର ବନକାବିଅର ଗ୍ରାମର ଏକ ଜଙ୍ଗଲିଆ ଡୁଙ୍ଗୁରି ତଳ କପାକ୍ଷେତରୁ  ପାଟଣାଗଡ ବ୍ଲକ୍ ର ଜେଇ ସୁରେଶ ଚନ୍ଦ୍ରସାହୁଙ୍କ କ୍ଷତବିକ୍ଷତ ମୃତଦେହ ତାଙ୍କ ମୋପେଡ୍ ସମେତ ପୁଲିସ୍ ଉଦ୍ଧାର କରିବା ହତ୍ୟା ଅଭିଯୋଗ ମାମଲାରେ ଅଗ୍ରଗତି ଲକ୍ଷ୍ୟ କରାଯାଇଛି ।  ସପ୍ତାହେରୁ ଉର୍ଦ୍ଧ୍ବକାଳ ଏସ୍ ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଅନ୍ଧାରରେ ବାଡି ବୁଲାଇ ହତ୍ୟାକାରୀଙ୍କୁ ଧରି ନଥିବାବେଳେ ଛୁଟିରୁ ଫେରି ଥାନାଧିକାରୀ ଅନନ୍ତ ପ୍ରଧାନଙ୍କ ଦ୍ବାରା ଆଉଥରେ ତଦନ୍ତ ଆରମ୍ଭକରି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିଥିବା ଚର୍ଚ୍ଚା ହେଉଛି ।  ଏଥିରେ ଲୋକଙ୍କ ଚର୍ଚ୍ଚା , ଗଣମାଧ୍ୟମରେ ପ୍ରକାଶିତ ତର୍ଜମା ଓ ଅନ୍ୟାନ୍ୟ ସନ୍ଦେହରୁ ଅଭିଯୁକ୍ତ ଶୁଣାଯାଉଥିବା ଯୋଗୀମୁଣ୍ଡାରେ ଚାଲିଥିବା ଏକ ବିନା ଟେଣ୍ଡରର ସ୍ବତନ୍ତ୍ରଯୋଜନାରେ ବିଭାଗୀୟ କାର୍ଯ୍ୟାଦେଶ ସତ୍ତ୍ୱେ ରାଜନୈତିକ ନିୟୋଜିତ ୩ ଜଣ  ନିମ୍ନମାନରକାମ ଯୋଗୁଁ ବହିଷ୍କୃତ ଠିକାଦାରଙ୍କୁ ଠାବ କରାଯାଇଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ ।  ଏମାନଙ୍କର ପେଣ୍ଡିଂ ବିଲ୍ ମୃତ କନିଷ୍ଠଯନ୍ତ୍ରୀ ଉପରିସ୍ଥ ଅଧିକାରୀ ଓ ଜଣେ କ୍ଷମତାଶାଳୀ ନେତାଙ୍କ ଚାପ ସତ୍ତ୍ୱେ କରୁ ନଥିବା ଓ ବହୁ ହଇରାଣ କରି ଆସୁଥିବା ଏବଂ  ବିଡିଓଙ୍କ ଦ୍ବାରା ତାଙ୍କର କାର୍ଯ୍ୟରେ ଅବହେଳା ସକାଶେ ଦୁଇମାସର ଦରମା ବନ୍ଦ ହୋଇଥିବା ଇତ୍ୟାଦି ଚର୍ଚ୍ଚା ହେଉଛି । ଏଣୁ ସମ୍ଭବତଃ ସେମାନେ ଉକ୍ତଦିନ ରାସ୍ତାରେ ଉକ୍ତ ଜେଇଙ୍କୁ ହାବୁଡି ପକାଇ ବଚସା ଓ ରାଗରେ ମାଡପିଟ କରିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଏବଂ ସେମାନେ ତାଙ୍କ ମୋପେଡ୍ ଓ ମୃତଦେହକୁ ସେଇ ନିକଟସ୍ଥ ନିଛାଟିଆ ସ୍ଥାନରେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି ।

 ଆହୁରି ମଧ୍ୟ , ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଅନ୍ୟ ଏକ ସମ୍ଭାବନା ଅନୁଯାୟୀ , ଉକ୍ତଦିନ ଜେଇ ଜଣକ ପାଟଣାଗଡ ବ୍ଲକ୍ ଅଫିସ୍ କୁ ଫେରି ଆସିଥିବା ଓ ବିଡିଓଙ୍କ ଚ୍ୟାମ୍ବରରେ  ଅପ୍ରତ୍ୟାଶିତ ଭାବରେ କିଛି ଅଘଟଣ ଘଟିଗଲାପରେ ଅନନ୍ୟୋପାୟ ହୋଇ ତାଙ୍କ ମୋପେଡ୍ ସମେତ ମୃତଦେହକୁ କୌଣସି ଗାଡିରେ ଷୋଳବନ୍ଧ ରାସ୍ତାରେ ନିଆଯାଇ ସେଠାରେ ଫିଙ୍ଗିଦିଆଯାଇଥିଲା  ?  ବ୍ଲକ୍ ଆଗର ସେଇ ପଦ୍ମପୁର ରାସ୍ତାରେ ରାସ୍ତାକାମରେ ବହୁଳଭାବେ ଧଳା କ୍ରସର୍ ଗୁଣ୍ଡ ମଧ୍ୟ ବିଛାଡିହୋଇ ପଡିଥିବା ଦେଖାଯାଇଛି । 

ହୁଏତ ଏହି କାରଣରୁ ଶେଷମୁହୂର୍ତ୍ତରେ ବ୍ଲକ୍ ରେ ହେବାକୁଥିବା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଉପରିସ୍ଥଙ୍କ ନିର୍ଦ୍ଦେଶରେ ବାତିଲ୍ କରିଦିଆଯାଇଥିଲା ବୋଲି ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି  । ସେହିଦିନଠାରୁ ବିଡିଓ ନୀଳମାଧବ ସୁନା ଛୁଟିରେ ଯାଇଛନ୍ତି  । ହୁଏତ ଏହାପଛରେ ଥିବା କୌଣସି ବଡବଡିଆଙ୍କ ସମ୍ପୃକ୍ତି ଯୋଗୁଁ ସେଦିନଠାରୁ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ମଧ୍ୟ ଯୋଗୀମୁଣ୍ଡା ଓ ଆଖପାଖ ପଣ୍ଡାମୁଣ୍ଡା  ଅଞ୍ଚଳରୁ କେତେକଙ୍କୁ ଭିତରିଆ ଡାକି ପଚରାଉଚୁରା କରି ଛାଡିଦେଇଥିବା ଓ ଛୁଟିରେ ଯାଇଥିବା ଲୋକେ ଆଲୋଚନା କରୁଛନ୍ତି  !

ତେବେ ସେ ଯା' ହେଉ ନା କାହିଁକି , ଏବେ ଯୁବ ଥାନାଧିକାରୀ ତଦନ୍ତ ଦାୟିତ୍ୱ ନେବାପରେ ନିଶ୍ଚୟ ହତ୍ୟାକାରୀମାନେ ଧରାପଡିଯିବେ ବୋଲି ସାଧାରଣରେ ଏକ ଆଶା ଓ ଆସ୍ଥା ସୃଷ୍ଟି ହୋଇଛି ।

ବିଶେଷ ବିଶ୍ବସ୍ତସୂତ୍ର ଅନୁଯାୟୀ , ଉକ୍ତଦିନ ପାଢେଲ , ଡୁମେରପଦର ଓ କୁହାବଉଁଶର ଉପରୋକ୍ତ ୩ ଜଣ ଉକ୍ତ କାମର ବହିଷ୍କୃତ ଠିକାଦାର ସମ୍ଭାବିତ ହତ୍ୟାକାଣ୍ଡ ଓ ମୃତଦେହକୁ ଫିଙ୍ଗିବାର ଅଳ୍ପସମୟ ପରେ ମୃତଦେହ ଓ ମୋପେଡ୍ ପଡିଥିବା ସ୍ଥାନର ନିକଟବର୍ତ୍ତୀ ଷୋଳବନ୍ଧ ଗ୍ରାମର ମନ୍ଦିରରେ ଏକାଠି ଦିନ ପ୍ରାୟ ୨ ଟାରେ ଉପସ୍ଥିତ ଥିବାର ସୂଚନା ମିଳିଛି । ତେବେ ଏହା ଏକ ପ୍ରମାଣିତ ସତ୍ୟ ମଧ୍ୟ ନହୋଇପାରେ ଓ ତଦନ୍ତପରେ ଏଇ ଦିନେ ଦୁଇଦିନ ମଧ୍ୟରେ ସବୁ ପଦାକୁ ଆସିଯିବ ବୋଲି ଶୁଣାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁଇ ପାଦ୍ ଦୂର୍ ସର୍ଟ ଫିଲ୍ମ ର ଶୁଭ ମୁହରତ   24-Jul-2026
  ଜିଲ୍ଲା  
ଏସ୍.ଆଇ.ଆର୍. ପ୍ରକ୍ରିୟାର ଅଗ୍ରଗତିର ସମୀକ୍ଷା କଲେ ଆର୍ଥିକ ପରାମର୍ଶଦାତା ତଥା ଅତିରିକ୍ତ ସଚିବ   24-Jul-2026
  ଜିଲ୍ଲା  
ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ମଞ୍ଜୁରୀ ହୋଇଥିବାରୁ ବିଧାୟକ ସନତ ଗଡତିଆଙ୍କୁ ଅଞ୍ଚଳବାସୀଙ୍କ ପ୍ରଂଶସା   24-Jul-2026
  ଜିଲ୍ଲା  
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   24-Jul-2026
  ଜିଲ୍ଲା  
ଜିଲ୍ଲା ପ୍ରଶାସନର ପ୍ରଭାବ - ଏକକ ବ୍ୟବହୃତ ପ୍ଲାଷ୍ଟିକ ଦନା ପରିବର୍ତ୍ତେ ପତ୍ରର ବ୍ୟବହାର   24-Jul-2026
  ଜିଲ୍ଲା  
*ଚତୁର୍ଦ୍ଧା ମୂର୍ତ୍ତୀ ରଥାରୂଢ଼ ହେବା ପରେ ଡାବୁଗାଁରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ*   24-Jul-2026
  ଜିଲ୍ଲା  
ଭରସୂଜା ଅମୃତ ଧାରା ସୁଚାରୁ  ରୂପେ ପରିଚାଳିତ, ଏହାକୁ ନେଇ ବ୍ଲକ ଉପାଧ୍ୟାକ୍ଷା ଙ୍କ ପ୍ରେସବିବୃତି   24-Jul-2026
  ଜିଲ୍ଲା  
ପଞ୍ଚ ଦିବସୀୟ ଇଂରାଜୀ ତାଲିମ ଶିବିର, ଶିକ୍ଷକ ଙ୍କୁ ଶିକ୍ଷାଦାନ କଲେ ଜିଲ୍ଲାପାଳ   24-Jul-2026
  ଜିଲ୍ଲା  
ବରପାଲି ଅଞ୍ଚଳର ଝିଅ ପିଙ୍କି ହଂଶା ହେଲେ ଜାତୀୟ ଫୁଟବଲ ରେଫରି   24-Jul-2026
  ଜିଲ୍ଲା  
ଗଇଁତାଳାର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କ ପରଲୋକ   24-Jul-2026
  ଜିଲ୍ଲା  
ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା ସଚେତନତା ଓ ଆର୍ଥିକ ସାକ୍ଷରତା ଶିବିର   24-Jul-2026
  ଜିଲ୍ଲା  
ଶ୍ରୀ ଜଗନ୍ନାଥ ଙ୍କ କଳ୍କୀ ବେଶ ଦର୍ଶନ*- *ମା ଇଷ୍ଟଦେବୀ ମେଲୋଡି ଉମାକାନ୍ତ ବାରିକ ଙ୍କ ସମ୍ବଲପୁରୀ ଗୀତ ନାଚ ରେ ଝୁମିଲେ ଦର୍ଶକ*   24-Jul-2026

You Might Also Like