-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||     

HOME   ରାଜ୍ୟ

ବଲାଙ୍ଗିରବାସୀଙ୍କ ଏକତା ଓ ଆନ୍ଦୋଳନର ହେଲା ବିଜୟ, ବଲାଙ୍ଗିର ବାଏପାସ୍ ଟେଣ୍ଡର ପାଇଲା ମଞ୍ଜୁରୀ ବଲାଙ୍ଗିରର ଅର୍ଥନୈତିକ ଓ ଟ୍ରାଫିକ ବ୍ୟବସ୍ଥାକୁ ମଜବୁତ୍ କରିବ ବାଏପାସ୍ - ନରସିଂହ

27-Apr-2022



ବଲାଙ୍ଗିର,(ପ୍ରେରଣା ଖବର)-ଚେସ ବୋର୍ଡର ସହର ବଲାଙ୍ଗିର ଦିନକୁ ଦିନ ଜନବୃଦ୍ଧି ଓ ଟ୍ରାଫିକ ସମସ୍ୟାରେ ରୁନ୍ଧି ହୋ ପଡିଥିଲା । ରାସ୍ତା ଜାମ୍‌, ଦୁର୍ଘଟଣା ଓ ପ୍ରାଣହାନୀ ନିତିଦିନର ଖବର ପାଲଟିଥିଲ।। ଅତିଷ୍ଟ ହୋଇ ବଲାଙ୍ଗିରର ଜନତା ତଥା ବିଭିନ୍ନ ସଂଗଠନ ବାଏପାସ୍ ଦାବୀରେ କେତେ ଥର ଯେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ତାହାର ହିସାବ ନାହିଁ । କିନ୍ତୁ ବହୁପ୍ରତିକ୍ଷୀତ ବାଏପାସ  ସାକାର ନହେବା ବଲାଙ୍ଗିରର ଦୁଃଖ ପାଲଟିଥିଲା । କିନ୍ତୁ ଏବେ ବଲାଙ୍ଗିର ବାସୀଙ୍କ ପାଇଁ ଖୁସିର ଖବର ଆସିଛି । ଚୁଡାନ୍ତ ଷ୍ଟାଣ୍ଡିଂ କମିଟିରେ ବାଏପାସ୍ ପାଇଁ ରାସ୍ତା ଖୋଲିବା ପରେ ଆଜି ୨୩୮.୭୮ କୋଟି ବ୍ୟୟ ଅଟକଳରେ ହେବାକୁ ଥିବା ବଲାଙ୍ଗିର ବାଏପାସ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ଏହି ଅବସରରେ ସେ ଆହୁରି କହିଛନ୍ତି ଯେ,  ବଲାଙ୍ଗିର ବାଏପାସ ଗମନାଗମନ ଓ ମାଲ ପରିବହନରେ ସହାୟକ ହୋଇ ବଲାଙ୍ଗିରର ଅର୍ଥନୈତିକ ବିକାଶରେ ଯୋଡି ହେବା ସହ  ସହରର ଟ୍ରାଫିକ ସମସ୍ୟାକୁ ମଧ୍ୟ ଦୁର କରିବ । ଏହା ବଲାଙ୍ଗିରବାସୀଙ୍କ ଏକ ସ୍ୱରରେ କରାଯାଇଥିବା ଦାବୀ ଓ ଆନ୍ଦୋଳନର ବିଜୟ ।  ଆମେ ବଲାଙ୍ଗିରବାସୀ ସମସ୍ତେ ଏକ ହୋଇ ଲଢିଲେ କିଛି ଅସମ୍ଭବ ନୁହେଁ ।  ଆଗାମୀ ଦିନରେ ଏହି ବିଜୟ ବଲାଙ୍ଗିରବାସୀଙ୍କୁ ବଲାଙ୍ଗିରର ସମୁହ ସ୍ୱାର୍ଥ ପାଇଁ ଏକଜୁଟ ହୋଇ ଲଢେଇ କରିବା ପାଇଁ ନିଶ୍ଚୟ ପ୍ରେରଣା ଦେବ । ସୂଚନାରୁ ପ୍ରକାଶ ଯେ, ଦୀର୍ଘ ବର୍ଷ ହେବ ପଡି ରହିଥିବା ବଲାଙ୍ଗିର ବାଏପାସ୍ ଜନ ଆନ୍ଦୋଳନ କ୍ରମେ ଗତ ଫେବୃଆରି ୪ ତାରିଖରେ  କେନ୍ଦ୍ରୀୟ  ଗମନା ଗମନ ଓ ଜାତିୟ ରାଜପଥ ବିଭାଗର ଚୁଡାନ୍ତ ଫାଇନାନ୍ସ କମିଟିରେ ୨୩୮.୭୮ କୋଟିର ବଲାଙ୍ଗିର ବାଏପାସ୍ ପ୍ରକଳ୍ପ ମଞ୍ଜୁରି ପାଇଥିଲା ।  ଆଜି ପ୍ରକଳ୍ପ ପାଇଁ ଚୁଡାନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଅଢେଇ ବର୍ଷ ମଧ୍ୟରେ ପ୍ରକଳ୍ପ ସମାପ୍ତ ହେବା ସୂଚନା ମିଳିଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026

You Might Also Like