-+91-9937148622 |
prerana_bgr@rediffmail.com |
Thursday 20th August 2026 |
R.N.I. Regd No. ODIODI/2010/46693
Breaking News
20-Apr-2022
ପଦ୍ମପୁର:-ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ତାର ପ୍ଳାଟିନମ୍ ଜୁବଲି ଉତ୍ସବ ପାଳନ ପରିପ୍ରେକ୍ଷୀରେ ଓଡ଼ିଶା ର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାପାଇଁ ସମ୍ମତି ପ୍ରଦାନ କରିଛନ୍ତି ।ଏହି ଭବ୍ୟ ଉତ୍ସବ ଟି ୨୧.୦୪.୨୦୨୨ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଦିର୍ଘ ତିନି ଦିନ ବ୍ୟାପି ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାତା- ୨୨.୦୪.୨୦୨୨ ଶୁକ୍ରବାର ଦିବସ ରେ ମାନ୍ୟବର ରାଜ୍ୟପାଳ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦାନ ସହ ରାଜବୋଡାସମ୍ବର ହାଇସ୍କୁଲ ମଣିଷ ପରି ମଣିଷ ଭାବେ ଗଢିଥିବା ସମସ୍ତ ପୁରାତନ ଛାତ୍ର ତଥା ବର୍ତ୍ତମାନ ଅଧ୍ୟୟନରତ ଛାତ୍ର ଙ୍କ ସହ ପଦ୍ମପୁର ଜନସାଧାରଣ ଙ୍କୁ ଉତ୍ସାହିତ କରିବେ ବୋଲି ଜୁବଲି ପରିଚାଳନା କମିଟି ପକ୍ଷରୁ ପ୍ରକାଶ