-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
11-Apr-2022
ଭୁବନେଶ୍ୱର (ଅମୃତ ନନ୍ଦ ଙ୍କ ରିପୋର୍ଟ) ପ୍ରତିଭାବାନ୍ ଅଭିନେତା ମନୋଜ ମିଶ୍ରଙ୍କ ନୂଆ ଫିଲ୍ମ ‘ମାଇଣ୍ଡ ଗେମ୍’ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ପାଟଣାଗଡ଼ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଆରମ୍ଭରୁ
ଚର୍ଚ୍ଚାରେ ରହିଛି। ପ୍ରଥମେ ‘ବୁଲେଟ ରାଜା’, ପରେ ‘ପାଟଣାଗଡ଼’ ନାମକରଣ ହୋଇଥିବା ଏହି ଫିଲ୍ମ ଏବେ ‘ମାଇଣ୍ଡ ଗେମ୍' ଭାବେ ମୁକ୍ତିଲାଭ କରିବାକୁ ଯାଉଛି । ମନୋଜ
ମିଶ୍ର, ଅତୁଲ କୁଲକର୍ଣ୍ଣି ,ତନିକେଲା ଭରନୀ ,ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା, ଚିନ୍ମୟ ମିଶ୍ର,ଅପ୍ସରା ରାଣୀ ପ୍ରମୁଖ ଅଭିନୟ କରିଛନ୍ତି । ଏହାର ନିର୍ଦେଶନାରେ ରାଜେଶ ଟଚରିଭର ଥିବାବେଳେ ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା।