-+91-9937148622 |

prerana_bgr@rediffmail.com |

  Monday 31st August 2026 |

| | | |

R.N.I. Regd No. ODIODI/2010/46693

Breaking News

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||      ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   (30-Aug-2026)       ||     

HOME   ମହାନଗର

ଶିକ୍ଷା କ୍ଷେତ୍ରକୁ ଅନବଦ୍ୟ କୃତି ଓ ଅବଦାନ ସହ ୨୫ ବର୍ଷ ପୁର୍ତ୍ତି ଅବସରରେଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସମ୍ବର୍ଦ୍ଧିତ ୨୫ ବଷର୍ର ଯାତ୍ରା କଷ୍ଟ ଦେଇଛି କିନ୍ତୁ ଛାତ୍ରଛାତ୍ରୀ, ସହକର୍ମୀ ଓ ଅଭିଭାବକଙ୍କ ସହିତ ରହିବା ଆନନ୍ଦ ଦେଇଛି - ଡ. ପ୍ରକାଶ

31-Mar-2022



ଭୁୁବେନଶ୍ୱର (ପ୍ରେରଣା ଖବର)-ଶିକ୍ଷାଦାନ କ୍ଷେତ୍ର ତଥା ତତ୍‌ସଲଗ୍ନ ବିଭିନ୍ନ ବିଭାଗକୁ ଅନବଦ୍ୟ କୃତୀ ଓ ଅବଦାନ ସହ ନିରବଚ୍ଛିନ୍ନ ଭୋବ ଉତ୍ସର୍ଗୀକୃତ ସେବା ପୂବର୍କ ୨୫ ବର୍ଷ ପୂରଣ କରିଥିବା ଶିକ୍ଷାବିତ୍ ତଥା ସମାଜେସବୀ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସଂପ୍ରତି ସମ୍ବର୍ଦ୍ଧିତ କରାଯାଇଛି । ଏହି ପରେିପ୍ରକ୍ଷେୀର ଡି.ଏ.ଭି ପବ୍ଲିକ ସ୍କୁଲ, ଚନ୍ଦ୍ରେଶଖରପୁରର ସମ୍ମିଳନୀ କକ୍ଷେର ଅୋୟାଜିତ ଏକ ସ୍ୱତନ୍ତ୍ର ସମୋରାହେର ବଷିଅର୍ାନ ସ୍ଥପତି ତଥା ପଦ୍ମବିଭୁଷଣ ସୁଦଶର୍ନ ସାହୁ ମୁଖ୍ୟ ଅତିଥି ରେୂପ ଯୋଗେଦଇ ଡ. ପାଣିଗ୍ରାହୀଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥେôଲ । ସୁଚନୋଯାଗ୍ୟ, ଡ. ପାଣିଗ୍ରାହୀ ୧୯୯୫ ମସିହରେ ଡି.ଏ.ଭି ପବ୍ଲିକ ସ୍କୁଲ ଚନ୍ଦ୍ରେଶଖରପୁରରୁ ତାଙ୍କ ଶିକ୍ଷକତା ଜୀବନ ଆରମ୍ଭ କରି ଶିକ୍ଷକତା ସହ ୨୦୦୧ ମସିହାରୁ ୨୦୧୦ ପର୍ଯ୍ୟନ୍ତ ଲୋକସମ୍ପର୍କ ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗେର ସଫଲତାର ସହ କାର୍ଯ୍ୟ ସମ୍ପାଦନ କରି ସଂପ୍ରତି

ଡି.ଏ.ଭି କଳିଙ୍ଗ ନଗରଠୋର ବରିଷ୍ଠ ଶିକ୍ଷକ ଭୋବ କାର୍ଯ୍ୟରତ ଅଛନ୍ତି । ଏଥି ସହିତ ରାଜ୍ୟର ଅଗ୍ରଣୀ ସାମାଜିକ ଏବଂ ସାସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାସ୍କୃତିକ ସଂଘର ସଭାପତି ଭାବେର ଦୀର୍ଘ ୨୭ ବର୍ଷ ଧରି ପ୍ରଶଂସନୀୟ ସାଂସ୍କୃତିକ ଜାଗରଣ ଓ ସେବାକାର୍ଯ୍ୟ ପରିଚାଳନା କରି ଅଞ୍ଚଳର ଏକ ସୁନାମଧନ୍ୟ ସମାଜେସବୀ ଭାବେର ପରିଚିତ ଡ. ପାଣିଗ୍ରାହୀ ଇତିପୂବର୍ରୁ ଶତାଧିକ ଅନୁଷ୍ଠ।।ନ ଦ୍ୱାରା ପୁରସ୍କୃତ ହୋଇସାରିଛନ୍ତି । ଉତ୍ସବେର ଅନ୍ୟମାନଙ୍କ ମଧ୍ୟେର ବରିଷ୍ଠ ହୃଦେରାଗ ବେିଶଷଜ୍ଞ ଡ. ମାଧବାନନ୍ଦ କର, ଡି.ଏ.ଭି ଆଞ୍ଚଳିକ ନେିଦ୍ଦର୍ଶକ ତଥା ଡି.ଏ.ଭି ଚନ୍ଦ୍ରେଶଖରପୁରର ଅଧ୍ୟକ୍ଷ ଡେ.କ.ସି ଶତପଥୀ, ସହକାରୀ ଆଞ୍ଚଳିକ ନେିଦ୍ଦର୍ଶିକା ଡ. ସୁଜାତା, ଡି,ଏ,ଭି ଅନୁଷ୍ଠାନ ସମୂହର ଚେୟାରମ୍ୟାନ୍ ଓ ଅଧ୍ୟକ୍ଷ ଅଧ୍ୟକ୍ଷାଗଣ ସମ୍ମାନନୀୟ ଅତିଥି ଭାବେର ମଞ୍ଚାସୀନ ଥେôଲ । ଜେଣ ସଫଳ ଶିକ୍ଷାବିତ୍ ସହ ଏକ ଉଚ୍ଚେକାଟୀର ଅଭେିନତା, ସଂଗଠକ ଓ ସମାଜେସବୀ ଭାବେର ବେିଶଷ ଜନାଦୃତି ଲାଭ କରିସାରିଥିବା ଡ. ପାଣିଗ୍ରାହୀ ପୁରସ୍କାରର ଉତ୍ତରେର ୨୫ ବଷର୍ର ଯାତ୍ରା କଷ୍ଟ ଦେଇଛି କିନ୍ତୁ ଶ୍ରେଦ୍ଧୟ ଛାତ୍ରଛାତ୍ରୀ, ଉତ୍ସର୍ଗୀକୃତ ସହକର୍ମୀ ଓ କମର୍ଚାରୀ, ସମ୍ମାନସ୍ପଦ ଅଭିଭାବକଙ୍କ ସହିତ ରହିବା ଆନନ୍ଦ ଦେଇଛି ବୋଲି ମତବ୍ୟକ୍ତ କରିବା ସହ ତାଙ୍କ ସଫଳତାର ଶ୍ରେୟ ନିମେନ୍ତ ଡି.ଏ.ଭି ଆଞ୍ଚଳିକ ନେିଦ୍ଦର୍ଶକ, ଡି.ଏ.ଭି କଳିଙ୍ଗ ନଗର ଅଧ୍ୟକ୍ଷ ବିପିନ କୁମାର ସାହୁ, ପରିବାର, ଆତ୍ମୀୟସ୍ୱଜନ ଓ ବନ୍ଧୁବଗଙ୍ର୍କୁ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   31-Aug-2026

You Might Also Like