ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଚାଉଳସୁଖା ଗାଁରେ। ପୁଲିସ ବର ବେଶରେ ଆସିଥିବା ଯୁବକ ଲକ୍ଷ୍ମୀକାନ୍ତ ତିଓ୍ୱାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
"/>-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
22-Mar-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ ): ବାଣ ବାଜା ଧରି ବାହା ହେବାକୁ ଏକ ପହଞ୍ଚିଲା ବର। ସାଙ୍ଗରେ କେହି ବରଯାତ୍ରୀ ନ ଥିଲେ। ଏନେଇ କନ୍ୟା ଘର ଲୋକଙ୍କ ସନ୍ଦେହ ଉପୁଜିଥିଲା। ବରକୁ ଅଟକ ରଖି ପଚରାଉଚରା କରିବା ପରେ ସେ ବିବାହିତ ବୋଲି ଜଣାପଡ଼ିଥିଲା। ପରେ ବରକୁ ଅଟକ ରଖି ପୁଲିସ ଜିମାରେ ଦେଇଥିଲେ କନ୍ୟାପକ୍ଷ ଲୋକ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଚାଉଳସୁଖା ଗାଁରେ। ପୁଲିସ ବର ବେଶରେ ଆସିଥିବା ଯୁବକ ଲକ୍ଷ୍ମୀକାନ୍ତ ତିଓ୍ୱାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।