-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
12-Mar-2022
ଖପ୍ରାଖୋଲ, (ବସନ୍ତ ମେହେର): ଖପ୍ରାଖୋଲ ବ୍ଲକ ର ସମସ୍ତ ୨୧ ଟି ପଞ୍ଚାୟତ ରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ଶାନ୍ତି ଶ୍ରୁଙ୍ଖଲା ସହ ଅନୁଷ୍ଠିତ ହୋଇ ଯାଇଛି । ୧୯ ଟି ପଞ୍ଚାୟତ ରେ ନିର୍ଦ୍ଵନ୍ଦରେ ନାଏବ ସରପଞ୍ଚ ନିର୍ବାଚିତ ହୋଇଥିବ ବେଳେ ଟଙ୍କପାଣି ଓ ଓଡ଼ିଆପଳି ପଞ୍ଚାୟତ ରେ ପ୍ରତିଦ୍ବନ୍ଦିତା ହୋଇଥିଲା ।
ସୂଚନା ଅନୁସାରେ ବାଘମୁଣ୍ଡ ପଞ୍ଚାୟତର ସରପଞ୍ଚ ରୂପେ ଭଗବତୀ କନ୍ଦପାଣି , ବେନ୍ଦେର ମଧୁ ପଧାନ , ଭାନପୁର ପୁର୍ଣ୍ଣନନ୍ଦ ମାଝି , ଚଙ୍ଗରିଆ ତରଣି ପୁଟେଳ , ଦମେଇପାଳି ଅକ୍ଷ ବାଗ , ଧଣ୍ଡାମୁଣ୍ଡା ବିନୋଦିନି ଭୁଏ , ଘୁନସର କଳ୍ପତରୁ ମାଝି , କରୁଆଁଝର ଚକ୍ର ନାଗ , ଖପ୍ରାଖୋଲ ସନ୍ତୋଶ ବାଗ , ଳାଠୋର
ନିଳମଣି ବେହେରା , ଲୁହାସିଂହା ନିରୁପମା ମହରା , ମହରାପଦର ଶ୍ୱେତକୁମାର ମାଝି , ମାଳପଡ଼ା ସୁଶିଲାବାଇ ଦାସ , ମାଟିଆଭଟା ପରମାନନ୍ଦ ସାହୁ , ନାନ୍ଦୁପଲା ଳକ୍ଷ୍ମି ମେହେର , ପଡିଆବାହାଲ ସବିତା ବାଗ , ରେଙ୍ଗାଲି ବିନୋଦିନି ନାଗ , ସାହାଜପାଣି ଧନବାଇ ସବର , ତେଲେନପାଳି ଜୁଗେଶ୍ଵର ଛତର , ଓଡିଆପାଲି ଗଉରି ଖୁଆସ , ଟଙ୍କପାଣି ସନ୍ରେଷ ନାଗ ନିର୍ବାଚିତ ହୋଇଥିବା ଜଣା ପଡିଛି