-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||     

HOME   ଜିଲ୍ଲା

କ୍ଷୁଦ୍ରଦାନା ଶସ୍ୟ ଓ ପରମ୍ପରିକ ଖାଦ୍ୟ ଓ ଜୈବବିବିଧତା ମେଳା RCDC ପକ୍ଷରୁ ଅନୁଷ୍ଠିତ

11-Mar-2022



ବଲାଙ୍ଗୀର(ବସନ୍ତ ମେହେର)ଜିଲ୍ଲା ଖପ୍ରାଖୋଲ ବ୍ଲକ ତେଲେନପାଲି ପଂଚାୟତ ସାପମୁଣ୍ଡ ଗ୍ରାମରେ RCDC ପକ୍ଷରୁ କ୍ଷୁଦ୍ରଦାନା ଶସ୍ୟ ଓ ପରମ୍ପରିକ ଜୈବବିବିଧତା ମେଳା ଖପ୍ରାଖୋଲ ଅଞ୍ଚଳର 28ଟି ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଅଂଶଗ୍ରହଣ କରିଥିଲେ, ଏବଂ ବଲାଙ୍ଗୀର ଜିଲ୍ଲାର RCDC କର୍ମ କର୍ତ୍ତା ସାପମୁଣ୍ଡ ଗ୍ରାମରରେ ନାଚ ଗୀତ ମାଧ୍ୟମରେ ପରିଭ୍ରମଣ କରିଥିଲେ,ଏଥିରେ RCDC ସଂସ୍ଥା ର ମୁଖ୍ୟପରିଚାଳକ ଶମ୍ବୁ ପ୍ରସାଦ ସାହୁ ଉଦବୋଧନ ଦେଇ ବର୍ତ୍ତମାନ ର ଆମେ ଯେଉଁ ଉପଯୋଗୀ ଦୈନ ଦିନ ବ୍ୟବହାର କରୁଥିବା ଫସଲ ଧାନ ମୁଗ ବିରି କୋଳଥ ମାଣ୍ଡିଆ ଝୁନୁଗା ହରଡ଼ ଅନେକ ସାମଗ୍ରୀ ଏବେ ଆମେ ବିଷଧର ସାମଗ୍ରୀ ବ୍ୟବହାର କରୁଥିବା ବେଳେ ଅନେକ ରୋଗର ଶିକାର ହେବାକୁ ପଡୁଛି, କିନ୍ତୁ ଆମେ ପୁରାତନ କାଳରେ ଆମର ଅଜା ମାନେ ଯେଉଁ ସବୁ ଚାଷ କରୁଥିଲେ ତାହା ବିନା ଔଷଧ ରେ ପ୍ରଯୋଗ କରି ଅନେକ ଦିନ ଜୀବନ ଜାପାନ କରୁଛନ୍ତି,ବର୍ତ୍ତମାନ ଆମେ ଯାହା ବିଷଧର ସାମଗ୍ରୀ ବ୍ୟବହାର କରି ଅନେକ ରୋଗରୁ କିପରି ମୁକ୍ତି ମିଳିବ ଓ ଆମେ ଯେଉଁ

ସବୁ ବିଦେଶୀ ମଞ୍ଜି ବ୍ୟବହାର କରୁଥିବା ବେଳେ ଆମର ଦେଶୀ ମଞ୍ଜି ଗୁଡିକ ଲୋପପାଇବାରେ ଲାଗିଛି, କିନ୍ତୁ ଆମେ ସେହି ଦେଶୀ ମଞ୍ଜି କୁ କିପରି ଉର୍ନ୍ନତିକରି ବଜାୟ ରଖି ହେବ ତା ଉପରେ ଆଲୋଚନା କରି, ବିଭିନ୍ନ ମଞ୍ଜି କୁ ଅଦଳ ବଦଳ କରି ମା ମାନଙ୍କୁ ବିହନ ମା ବୋଲି ସମ୍ବୋଧନ କରିଥିଲେ, ଏବଂ ଏଥିରେ  ଗୀତ ମାଧ୍ୟମରେ କିଛି ଗାଇଥିଲେ ସୁଦର୍ଶନ ସାହୁ ବହୁତ ବହୁତ ଧନ୍ୟବାଦ ଏବଂ RCDC ର ସଂଯୁକ୍ତା ତ୍ରିପାଠୀ, ଟେକେନ୍ଦ୍ର ଜାଲ, ଲିଙ୍ଗରାଜ ନିଆଲ ପ୍ରମୁଖ ସାପମୁଣ୍ଡ ଗ୍ରାମବାସୀଙ୍କ ଉପସ୍ଥିତିରେ ମହିଳା ମାନଙ୍କୁ ଉପଢ଼ୋକନ ଦେଇ ବିଦାୟ ସମ୍ବର୍ଦ୍ଧନା କରିଥିଲେ,ଏବଂ ଜଙ୍ଗଲ ରେ ମିଳୁଥିବା ଫଳ ମୂଳ ଔଷଧ କିପରି ପ୍ରଯୋଗ କରି ଅନେକ ରୋଗରୁ ମୁକ୍ତି ପାଇହେବ ତା ଉପରେ ଗୁରୁତ୍ୱ ଦେଇ ସଭାସମ୍ପାଦନ କରିଥିଲେ  l


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   06-Sep-2026
  ଜିଲ୍ଲା  
ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   06-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026

You Might Also Like