-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   (06-Sep-2026)       ||      ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   (06-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||     

HOME   ଜିଲ୍ଲା

ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନର ପୂର୍ଣ୍ଣାହୂତି : ଗଧବେପାର ପରେ ଘୋଡାବେପାର ଚାଲିଛି !

11-Mar-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ):  ଆଗାମୀ କାଲି  ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ  ଓ  ପଅରିଦିନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ।  ଯିଏ ଯେଉଁଠି ନିର୍ଦ୍ବନ୍ଦରେ ବା  ଫଳାଫଳ ଘୋଷଣା ପରେ ସରପଞ୍ଚ ନିର୍ବାଚିତ ହୋଇଗଲେଣି । ଆଜି ଚାଲିଛି ପଞ୍ଚାୟତଗୁଡିକର ନାଏବ- ସରପଞ୍ଚ ନିର୍ବାଚନ । 

ବଲାଙ୍ଗୀର ଜିଲ୍ଲାର ୧୪ ଟିବ୍ଲକ୍ ରେ କିଏ କିଏ ଅଧ୍ୟକ୍ଷ ବା ଚେୟାରମ୍ୟାନ୍ ପଦ ଅଳଂକୃତ କରିବେ , ସେ ନେଇ ଚାଲିଛି ଅଙ୍କକଷା । ଆଜିକ ତାହାର ଫାଇନାଲ୍ ନିଷ୍ପତ୍ତିର ଚରମମୁହୂର୍ତ୍ତ ।  କୋଉଠି କୋଉ ବେଡାକେଡା ରବରଷ୍ଟାମ୍ପ୍  ବସିଲେ , ସରକାରୀ ଯୋଜନାର ଅର୍ଥଅନୁଦାନ ମାରିଖାଇବାର ସୁବିଧା ହେବ / କୋଉଠି ଦଳୀୟ ସମର୍ଥନକୁ ଦେଖି ସଂରକ୍ଷଣର ବ୍ୟବସ୍ଥାରେ କାହାକୁ ବସାଇଲେ ପତିଆରା  ରହିବ  ଓ  ଏହାକୁ ଆଖିଆଗରେ ରଖି ଆମ ଜିଲ୍ଲାରେ ପ୍ରମୁଖ ବିଜେଡି , ବିଜେପି ଓ କଂଗ୍ରେସର ହିସାବକିତାବ ଚାଲିଛି ।  ଅଟକବନ୍ଦୀ ବା ନଜରବନ୍ଦୀ କ୍ୟାମ୍ପ୍ ରୁ ଘୋଡାବେପାର ପାଇଁ  ଦୁଇ ତିନି ଲକ୍ଷରୁ ଚାରିପାଞ୍ଚଦିଲକ୍ଷରେ ଘୋଡାମାନଙ୍କୁ କିଣିନିଆ ଗଲାଣି । କୋଉଠି କାହାକୁ ଅଳ୍ପ ଅଗ୍ରୀମ ଓ କୋଉଠି ପୁରା ସବୁପେମେଣ୍ଟୂ ଆଗରୁ ନଦେଲେ , ମାନ୍ୟବର ସଭ୍ୟମାନେ ଅସଭ୍ୟଭାବରେ ପାଟିତୁଣ୍ଡ ବି କରୁଛନ୍ତି । ତେବେ ଏହି ମୂଲଚାଲରେ ବିଜେଡି ସବାଆଗରେ ଥିବା କୁହାଯାଉଛି ।  ମୁଖ୍ୟତଃ ବିଧାୟକମାନେ ଏ କାରବାରର କାର୍ପଟଦାର ସାଜିଥିଲାବେଳେ , କଂଗ୍ରେସ ଓ ବିଜେପିର ନେତାମାନଙ୍କର ସେତେ ଦମ୍ ନଥିବା ବା ସେମାନେ ସେପଟକୁ ଭିତିରିଆ ହାତ ବଢାଇ , ଏପଟେ ହାତରୁ ଛାଡୁ ନଥିବା ଶୁଣିବାକୁ ମିଳୁଛି । କିନ୍ତୁ ବିଜେଡିରେ ସେ ଦ୍ବନ୍ଦ ନାଇଁ । ଜିଲ୍ଲାର ଦାୟିତ୍ୱ ନେଇଥିବା ବଡବଡିଆଙ୍କ ହାତରେ ଚାବିକାଠି ରହିଛି ଓ ସେମାନେ ବାକ୍ସଖୋଲି ଦେଇଛନ୍ତି । ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିଜେଡି ଆଗରେ ତ ରହିଛି । ତେବେ ଆସନ ବା ପଦମୂଲେଇ ବି ତ ଗୋଟେ ବଡ ଦାୟିତ୍ୱ ! ବ୍ଲକ୍ ଚେୟାରମ୍ୟାନ୍ ପାଇଁ ସମିତିସଭ୍ୟ କିଣା ବା ଜିଲ୍ଲାପରିଷଦ ଅଧ୍ୟକ୍ଷ ପାଇଁ ଜିଲ୍ଲାପରିଷଦସଦସ୍ୟ କିଣିବାରେ ମୋଟ ଖର୍ଚ୍ଚବାର୍ଚ୍ଚ ହେଉଥିବା ପରିମାଣ କୋଟି କୋଟି ।  ଏତେ ଟଙ୍କା ଖଟାଇବାର ଦମ୍  ଆଉ କାହାପାଖରେ ଅଛି , ଶାସକଦଳ ଛଡା ? ତେଣୁ ଅର୍ଥବଳରେ ହେଉ ବା ବୁଥ୍ ରିଗିଂ ଅଥବା ଷ୍ଟ୍ରଙ୍ଗ୍ ରୁମ୍ ରେ ଶାସନକଳ ସହାୟତାରେ ହେରଫେର  ସନ୍ଦେହର ଅଭିଯୋଗ ହେଉ ;  ଜିଲ୍ଲାସାରା ଗୋଟିଏ ଦଳ ହିଁ ସବୁ ପୋଛିନବ ବୋଲି ଏକପ୍ରକାର ସ୍ଥିରନିଶ୍ଚିତ ବୋଲି କୁହାଯାଉଛି । ଏଠି ବରୋଧୀଦଳ ବିକ୍ରିଯୋଗ୍ୟ ବୋଲି ଯେଉଁ ଅପବାଦ ପାଉଛି , ସତରେ କଣ ତାହା ଅମୂଳକ ? - ଏ କଥାରେ ଲୋକେ ମୁହଁ ଚୁହାଁଚୁହିଁ ହେଉଛନ୍ତି  । ଜୟ କଳା  !  ସବୁଠି କଚ୍ଚା ବାଦାମ୍  !


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପ୍ରତିନିଧି ଦଳ ନର୍ଲା ବ୍ଲକ ବେହେରା ପାଟିରେ   06-Sep-2026
  ଜିଲ୍ଲା  
ବେହେରା ପାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ   06-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026

You Might Also Like