-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) : ଆସନ୍ତା ନଭେମ୍ବର ୧୮ ତାରିଖରେ ବିଧାନସଭାରେ ସର୍ବାଦଳୀୟ ବୈଠକ ହେବାକୁ ଯାଉଛି। ଆସନ୍ତା ଅଧିବେଶନରେ କିପରି ସୁରୁଖୁରୁରେ ଚାଲିବ ତାହା ନେଇ ଆଲୋଚନା ହେବ। ଏହା ସହିତ ପ୍ରଶ୍ନକାଳ ରହିବ କି ନାହିଁ ସେହି ସମ୍ପର୍କରେ ଆଲୋଚନା ହେବ। ତେବେ ଗତ ଅଧିବେଶନ ଭଳି ଏହି ଅଧିବେଶନ ଚାଲିବ। ଦୈନିକ ଦୁଇଟି ପର୍ଯ୍ଯାୟରେ ଏହି ଅଧିବେଶନର ଗୃହ କାର୍ଯ୍ୟ ଚାଲିବ।