-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ଓଡ଼ିଶା ପାଇଁ ଖୁସି ଖବର। ୨୦୧୯ ବର୍ଷ ପାଇଁ ଷ୍ଟାର୍ଟ ଅଫ୍ ଲିଡର ମାନ୍ୟତା ପାଇଲା ଓଡ଼ିଶ। ରବିବାର ରାଜ୍ୟ ଷ୍ଟାର୍ଟ ଅପ୍ ପରିଷଦ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଷ୍ଟାର୍ଟ ଅପ୍ ଉଦ୍ୟୋଗ ସଂଖ୍ୟା ୭୭୪କୁ ବୃଦ୍ଧି ହୋଇଛି। ଯାହାଫଳରେ ୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶଙ୍କା ରହିଥିବା ସୂଚନା ରହିଛି। ଏପରିକି ଷ୍ଟାର୍ଟ ଅପ୍ ପାଇଁ ପରିବେଶ ଓ ବ୍ୟବସ୍ଥା କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ!!