-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ରାଜନୀତି

ଗୁଡ଼ଭେଲା ବ୍ଳ୍‌କର ଛଅ ଜିଳ୍ଳା ପରିଷଦ ମଧ୍ୟରେ  ତ୍ରିମୁଖୀ  ଲଢ଼େଇ

20-Feb-2022



ଗୁଡଭେଲା,(ପ୍ରେରଣା ଖବର) ଗୁଡ଼ଭେଳା ବ୍ଳକର  ୬ ନମ୍ବର ଜୋନରେ ଆସନ୍ତା ୨୨ ତାରିଖ ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଜପା,କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ଜୋରଦାର ଲଢ଼େଇ ହେବାର ସମ୍ଭାବନା ରହିଛି । ଏହି ବ୍ଳକର ବିରାମୁଣ୍ଡା. ଘୂନା, ଗୁଡ଼ଭେଲା, ଜାମୁଟ, ମାଢ଼େକେଲା, ତେନ୍ତୁଳିଖୁଣ୍ଟି,ଦେଉଳଗୁଡ଼ି ଓ ଗମ୍ଭାରୀଗୁଡ଼ା ପଞ୍ଚାୟତକୁ ନେଇ ୬ ନମ୍ବର ଜୋନ ଗଠିତ ହୋଇଥିବା ବେଳେ ମୋଟ ୩୧୧୯୦ ଜଣ ଭୋଟର ରହିଛନ୍ତି । ଏହି ଜୋନରୁ କଂଗ୍ରେସ ପକ୍ଷରୁ ଗଦିରାମ ସୁନା,ବିଜେଡ଼ିରୁ ନିବାଶ ଅଗ୍ରୱାଳ ଓ ବିଜେପିରୁ ମୁରଳୀ ରଣା ପ୍ରାର୍ଥିଭାବେ ନିର୍ବାଚନରେ ଛିଡ଼ା ହୋଇଛନ୍ତି । ବିଜେଡ଼ି ନବୀନ ସରକାରଙ୍କ ୨୧ ବର୍ଷ ର ସୁଶାସନକୁ ନେଇ ଭୋଟ ଭିକ୍ଷା କରୁଥିବାବେଳେ ଭାଜପା କେନ୍ଦ୍ର ସରକାର ମୋଦୀଜୀଙ୍କ ମୁଦ୍ରା ବିମୁଦ୍ରୀକରଣ,ସ୍ୱଚ୍ଛଭାରତ ଅଭିଯାନ ,ଗରିବ୍‌ଙ୍କୁ ସୂଲଭ ମୂଲ୍ୟରେ ଗ୍ୟାସ ଯୋଗାଣ ଆଦି  ବିଭିନ୍ନ ଜନହିତକାରୀ ଯୋଜନା ଗୁଡ଼ିକକୁ ଉପସ୍ଥାପନା କରି ଭୋଟରଙ୍କ ପାଖକୁ ଯାଉଛନ୍ତି । ସେହିପରି କଂଗ୍ରେସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲୋକମାନଙ୍କ ପାଖରେ ପହଞô୍ଚ ବୁଝାଇ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି । ଏହି ଜୋନରେ ଗତ ୧୯୯୭ ମସିହାରୁ  ଜିଳ୍ଳାପରିଷଦ ନିର୍ବାଚନ କୁ ଦେଖାଗଲେ ୬ ନମ୍ବର ଜୋନରୁ ୧୯୯୭ ରେ ଜନତା ଦଳ ରୁ ଅରୁଣ ପ୍ରଧାନ,୨୦୦୨ରେ ବିଜେପିରୁ କମଳା ନନ୍ଦ ,୨୦୦୭ରେ କଂଗ୍ରେସର ଘନଶ୍ୟାମ ପ୍ରଧାନୀ,୨୦୧୨ରେ ବିଜେଡ଼ିର ଅଶୋକ ଦୋରା ଓ ୨୦୧୭ରେ ଭାଜପାର କଳ୍ପନା ପ୍ରଧାନୀ ନିର୍ବାଚିତ ହୋଇଥିଲେ ।  ବର୍ତ୍ତମାନ ଭାଜପାର ମହେନ୍ଦ୍ର ଠାକୁର ଓ କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ନିର୍ବାଚନ ପ୍ରଚାର ମଙ୍ଗ ଧରିଥିବା ବେଳେ ଟିଟିଲାଗଡ଼ ବିଧାୟିକା ତଥା ରାଝ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏହି ନିର୍ବାଚନରରେ ଦଳର ମଙ୍ଗ ଧରିଥିବା ସହ ନିର୍ବାଚନ ପ୍ରଚାରରେ ସର୍ବାଗ୍ରେ ରହିଛନ୍ତି । ବିଜେଡ଼ି ପୁଣି ଏହି ଜୋନକୁ ନିଜ ଅକ୍ତିଆର କରିବାକୁ ପ୍ରାଣମୁର୍ଚ୍ଚା ଉଦ୍ୟମ ଚଲେଇଥିବା ବେଳେ କଂଗ୍ରେସ ନିଜ ଗଡ଼ ପୁଣି ଥରେ ଫେରି ପାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା  ଜଣାପଡ଼ିଛି । ଅନ୍ୟ ପକ୍ଷରେ ପୁଣି ଥରେ ଏହି ଜୋନକୁ ନିଜ ଅକ୍ତିଆରରେ ରଖିବା ପାଇଁ ଭାଜପା ପକ୍ଷରୁ ଜୋରଦାର ପ୍ରଚାର ଚାଳିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like