-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   (01-May-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   (01-May-2026)       ||      କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   (01-May-2026)       ||      ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    (01-May-2026)       ||      ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   (30-Apr-2026)       ||      ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   (30-Apr-2026)       ||      ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   (30-Apr-2026)       ||      ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ   (30-Apr-2026)       ||      ଟଙ୍କା ପାଇବାକୁ ବ୍ୟାଙ୍କକୁ କଙ୍କାଳ ପ୍ରମାଣ ଧରି ଯିବା ଘଟଣାରେ ଆରଡିସି ତଦନ୍ତ ପରେ ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୁଲ ରହିଥିବା ଗଣମାଧ୍ୟମକୁ କହିଛନ୍ତି   (30-Apr-2026)       ||      ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   (30-Apr-2026)       ||      ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   (30-Apr-2026)       ||     

HOME   ରାଜନୀତି

ପଞ୍ଚାୟତନିର୍ବାଚନ ପରିକ୍ରମା : ଦ୍ବିତୀୟପର୍ଯ୍ୟାୟର ଭୋଟଗ୍ରହଣ ସରିଲା : ଅବାଧ ଟଙ୍କାବଣ୍ଟା ଓ ମୁକ୍ତମଦମାଂସର ଆସର !

19-Feb-2022



ବଲାଙ୍ଗୀର: (ମଳୟ ମିଶ୍ରଙ୍କ ରିପୋର୍ଟ ) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗତକାଲି ଦ୍ବିତୀୟପର୍ଯ୍ୟାୟର ଭୋଟଗ୍ରହଣ ସରିଛି । ଆଉ ତିନୋଟି ପର୍ଯ୍ୟାୟ ବାକି ଅଛି । ତେବେ ମୁକ୍ତ ଓ ଅବାଧ ନିର୍ବାଚନ କୁହାଯାଉଥିବା ଏହି ନିର୍ବାଚନରେ ଅବାଧରେ ଭୋଟରଙ୍କୁ ଟଙ୍କାବଣ୍ଟା ଓ ଗାଁ' ଗାଁ'ରେ ଖୋଲାଖୋଲି ମଦମାଂସର ଭୋଜିଭାତ ଚାଲିଛି । ଟଙ୍କାବଣ୍ଟା ଧରା ବି ପଡିଲାଣି ଓ ଶାସକଦଳର ବିଧାୟକଙ୍କ ଲୋକଠାରୁ ସରକାରୀ କର୍ମଚାରୀ ଓ ପୁଲିସ୍ କର୍ମଚାରୀମାନଙ୍କ ପର୍ଯ୍ୟନ୍ତ ଅଭିଯୋଗ ହେଲାଣି । ବଙ୍ଗୋମୁଣ୍ଡା ବ୍ଲକ୍ ର ଢଣେ ସରପଞ୍ଚଙ୍କ ସ୍ବାମୀ , ପୁଇଁତଳା ବ୍ଲକ୍ ର ଜଣେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଥିବା ସହ ମୁରିହାହାଲ ବ୍ଲକ୍ ର ଜଣେ ପଞ୍ଚାୟତ ପିଇଓ ଏବଂ ପାଟଣାଗଡ ଅଞ୍ଚଳରେ ବିଧାୟକଙ୍କ ଭାଇ , ନୋମିନୀ ଓ ପିଏସଓଙ୍କ ସମେତ ଧରାପଡିଥିବା ଅଭିଯୋଗ ପ୍ରକାଶ ପାଇଥିଲେ ହେଁ , ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାଯାଇନାହିଁ ।

ତେବେ ପ୍ରାୟ ସର୍ବତ୍ର ଭୋଟରଙ୍କୁ ଟଙ୍କା , ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟାଯାଉଥିବା ଦେଖାଯାଉଛି । ଦୁଇତିନିଶହରୁ ହଜାରେଟଙ୍କା ପର୍ଯ୍ୟନ୍ତ ସଭ୍ୟ ଓ ସରପଞ୍ଚପ୍ରାର୍ଥୀମାନେ ଭୋଟର ପିଛା ବାଣ୍ଟୁଥିବା ନଗ୍ନସତ୍ୟ । ତଥାପି ନିର୍ବାଚନ କଟକଣା ଦାୟିତ୍ୱରେ ଥିବା ପୁଲିସ୍ ବା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି !  ହୁଏତ ଏହା ସେମାନଙ୍କ ନଜରରେ ପଡିପାରୁନାହିଁ ।ଆଗାମୀକାଲି ହେବାକୁ ଥିବା ତୃତୀୟପର୍ଯ୍ୟାୟର ତୁରେକେଲା ,

ମୁରିହାହାଲ ଓ ବଙ୍ଗୋମୁଣ୍ଡା ଆଦି ତିନୋଟି ବ୍ଲକ୍ ରେ ଭୋଟଗ୍ରହଣ ପୂର୍ବରୁ ଟଙ୍କାବଣ୍ଟା ଚାଲିଛି । ମଦମାଂସର ଆସର ବି ଜମିଛି । ସବୁରାଜନୈତିକଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ଏଭଳି ଭୋଟରଙ୍କୁ ପ୍ରଭାବିତ କରିବାର ଅପଚେଷ୍ଟା ଜାରୀ ରହିଛି ।  ତେବେ ଏହା ପ୍ରକୃତରେ ଭୋଟରଙ୍କୁ ପ୍ରଭାବିତ କରୁଛି କି ବୋଲି ପଚରାଉଚୁରାରୁ ସେହି ଅଞ୍ଚଳର  ଲୋକେ କହନ୍ତି ଯେ , ' ନା । ଲୋକେ ବହୁତ ଚାଲାକ୍ ହେଲେଣି । ସେମାନେ ବି ସ୍ପଚ୍ଛ ନିର୍ବାଚନ ଓ ଶାସନର ପକ୍ଷପାତୀ । ସେମାନେ ଜାଣନ୍ତି , କେଉଁ ପ୍ରାର୍ଥୀ କିଭଳି ଦୁର୍ନୀତି ଓ ବାଟମାରଣାରେ ଜଡିତ । ତେଣୁ ପଇସା ଖାଇଦେଇ , ସେମାନେ ଠିକ୍ ଲୋକଙ୍କୁ ତାଙ୍କ ଭୋଟ୍ ଟିକୁ ଦେବେ । ଆଜିକାଲି କିଏ କାହାକୁ ଡରନ୍ତି ନାହିଁ । " ଏଣୁ ଯଦି ଲୋକଙ୍କର ଏ ଆକଳନ ସତ୍ୟ ହୁଏ , ତେବେ ଚିନ୍ତା କରିବାର କିଛି ନାହିଁ । ତଥାପି  କେତେକାଂଶରେ ଟଙ୍କା ଓ ମଦମାଂସର କୁପ୍ରଭାବ ପଡିବ ବୋଲି କୁହାଯାଉଛି । କାରଣ ହାରିଗଲେ , କେତେକ ପ୍ରାର୍ଥୀ ବୁଲି ବୁଲି ଡରାଇ ଧମକଚମକ ଦେଇ ବାଣ୍ଟୁଥିବା ପଇସା ଅସୁଲ କରିବାର ପୂର୍ବ ନଜିର୍ ମଧ୍ୟ ରହିଛି ।

ତେବେ ଚଳିତ ପଞ୍ଚାୟତନିର୍ବାଚନରେ ଅବାଧ ଟଙ୍କା ଓ ମଦ ବଣ୍ଟା ସତ୍ତ୍ୱେ , ବାଣ୍ଟୁଥିବା ପ୍ରାର୍ଥୀମାନେ ଭୋଟରଙ୍କଠାରୁ ଅଧିକ ପ୍ରତାରଣାର ଶିକାର ହେବାର ସମ୍ଭାବନା ଉପୁଜୁଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   01-May-2026
  ଜିଲ୍ଲା  
ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି   01-May-2026
  ଜିଲ୍ଲା  
ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ   01-May-2026
  ଜିଲ୍ଲା  
ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ   01-May-2026
  ଜିଲ୍ଲା  
ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   01-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   01-May-2026
  ଜିଲ୍ଲା  
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   01-May-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   01-May-2026
  ଜିଲ୍ଲା  
କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   01-May-2026

You Might Also Like