-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
19-Feb-2022
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାଂକୁଲେଇ ଗ୍ରାମର ସମିତି ସଭ୍ୟା ପ୍ରାଥୀନୀ ଭାରତୀ ରଥ ଙ୍କ ସ୍ୱାମୀ ତନ୍ମୟ ଦାସ ଅପହରଣ ହୋଇଥିବା ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା,ଗତ ଦୁଇ ଦିନ ପରେ ଆଜି ସକାଳ 6.30 ସମୟରେ ଶିମିଳିଆ ଓଭର ବ୍ରିଜ ରୁ ତାଙ୍କୁ ମୁର୍ମୁଷ ଅବସ୍ଥାରେ ପଡିଥିବାର କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ଅଧିକାରୀ ଅଭିନବ ଡ଼ାଳୁଆ ଘଟଣା ସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ,