-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2020
ଭୁବନେଶ୍ବର, ଏଣିକି ରୋଷ୍ଟର ଡ୍ୟୁଟି କରିବେନି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାମ କରୁଥିବା ଅଫିସର ଓ କର୍ମଚାରୀ । ପ୍ରତି କାର୍ଯ୍ୟ ଦିବସରେ ସେମାନେ ଅଫିସ ଆସିବେ । କେବଳ କୋଭିଡ୍ ଲକ୍ଷଣ ଥିବା କର୍ମଚାରୀ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅନୁମତି ନେଇ ଗୃହ ସଂଘରୋଧରେ ରହିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ନଭେମ୍ବର ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ରୋଷ୍ଟର ବ୍ୟବସ୍ଥା ଚିଠି ନଂ ୧୫୫୩୯ରେ ପ୍ରତ୍ୟାହାର କରାଯାଇଛି*