-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
27-Jan-2022
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡା ଥାନା ଅଧୀନରେ ଥିବା ଖମ୍ଭାରିଗାଁ ପଞ୍ଚାୟତ ବାବନପୁର ଗ୍ରାମରେ ଗତ ୨୦ ତାରିଖ ଦିନ ହୋଇଥିବା ନିର୍ବାଚନ ହିଂସାରେ ୧୦ ଜଣଙ୍କୁ ମୋଷ୍ଟ ୱାଣ୍ଟେଡ ଘୋଷଣା କରିଛି ଜରଡା ପୋଲିସ। ଉକ୍ତ ହିଂସାକାଣ୍ଡ ରେ ୪ ଜଣ ଆହତ ହୋଇଥିଲେ। ୧୮ ଜଣଙ୍କ ନାମରେ ମାମଲା ଦାଏର ହୋଇଥିଲା। ଦୁଇ ଜଣ ଅଭିଯୁକ୍ତ ଗିରଫ କରିଥିବା ବେଳେ ୧୦ ଜଣଙ୍କୁ ମୋଷ୍ଟ ୱାଣ୍ଟେଡ ଭାବେ ଘୋଷଣା କରାଯାଇଛି। ଅଭିଯୁକ୍ତ ମୁଣ୍ଡ ପିଛା ୧୦୦୦୦/- ଟଙ୍କା ନଗଦ ରାଶି ପୁରସ୍କାର ଘୋଷଣା କରିଛନ୍ତି ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ।