-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2020
ଭୁବନେଶ୍ବର (ପ୍ରେରଣା ଖବର) - ମିଥ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ୨ ଜଣଙ୍କୁ ଅଢେ଼ଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ lତତ୍କାଳୀନ ଆଇଆଇସି ତଥା ଦୋଷୀ ପି.କେ. କର୍ଣ୍ଣ ଙ୍କ ଠାରୁ ଏହି ଟଙ୍କା ଆଦାୟ କରିବ ଗୃହ ବିଭାଗ 2016 ଡିସେମ୍ବର ୭ ତାରିଖରେ ଘଟିଥିଲା ଏହି ଘଟଣା ଜଣେ ନାବାଳକ ବଞ୍ଚିଥିବା ବେଳେ ତାଙ୍କୁ ମୃତ ଦର୍ଶାଇ ୨ ଜଣଙ୍କୁ ଗିରଫ କରିଥିଲା ପାଇକମାଳ ପୋଲିସ