-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   (19-Jun-2026)       ||      ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା    (19-Jun-2026)       ||      ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   (19-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   (19-Jun-2026)       ||      *ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   (19-Jun-2026)       ||      ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା    (19-Jun-2026)       ||      ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||      ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   (18-Jun-2026)       ||      ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ    (18-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ    (18-Jun-2026)       ||      ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ    (18-Jun-2026)       ||     

HOME   ଜିଲ୍ଲା

ସରପଞ୍ଚ ପଦବୀ ପାଇଁ ନିଲାମୀ କଲେ ଗ୍ରାମବାସୀ ! ୪୪ ଲକ୍ଷ ଟଙ୍କା ଲାଗିଲା ଡାକ

17-Jan-2022



ବଲାଙ୍ଗୀରରେ ସରପଞ୍ଚ ଚୟନ ପାଇଁ ନୂଆ ଫଣ୍ଡା । ନିର୍ବାଚନ ପୂର୍ବରୁ ସରପଞ୍ଚ ପଦବୀ ନିଲାମ । 44 ଲକ୍ଷ 10ହଜାର ଟଙ୍କାରେ ପଦବୀ ପାଇଁ ଲାଗିଲା ଡାକ । ସେପଟେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ତଦନ୍ତ ହେବ ବୋଲି କହିଲେ ବଲାଙ୍ଗୀର ଜିଲ୍ଲାପାଳ। ବଲାଙ୍ଗୀର: ଓଡ଼ିଶା ଚଳିତ ପଞ୍ଚାୟତ ନିର୍ବାଚନ ବଲାଙ୍ଗୀରରେ ନୋମିନେସନ ପୂର୍ବରୁ ଅଘୋଷିତ ସରପଞ୍ଚ ନିର୍ବାଚିତ ! ସରପଞ୍ଚ ଚୟନ ପାଇଁ ନୂଆ ଫଣ୍ଡା । ନିଲାମ ମାଧ୍ୟମରେ ସରପଞ୍ଚ ଚୟନ । ନିଲାମୀରେ ୪୪ ଲକ୍ଷ ଟଙ୍କାରେ ହେଲେ ସରପଞ୍ଚ । ଯାହା ସଂପୂର୍ଣ୍ଣ ବେଆଇନ ଓ ଅଣସାମ୍ବିଧାନିକ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ବିଲାଇସର୍ଡା ପଞ୍ଚାୟତରୁ । ନିଲାମୀରେ ୪୪ ଲକ୍ଷ ୧୦ ହଜାର ଟଙ୍କାରେ ଅଘୋଷିତ ସରପଞ୍ଚ ଚୟନ କରାଯାଇଛି । ତାହା ପୁଣି ବିନା ସର୍ତ୍ତରେ । ଏଥିପାଇଁ ଆସନ୍ତା ୧୮ ତାରିଖ ମଧ୍ୟରେ ସବୁ ଟଙ୍କା ଜମା କରିବାକୁ ନିଲାମ ଜିତି ଥିବା ପ୍ରାର୍ଥୀକୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରାମବାସୀ ସୂଚନା ଅନୁଯାୟୀ ଶନିବାର ଅପରାହ୍ନ ୨ଟା ସମୟରେ ବିଲାଇସର୍ଡା ମନ୍ଦିର କମିଟି ପକ୍ଷରୁ ପାଠାଗାର ଆଗରେ ଏକଜୁଟ ହୋଇ ନିଲାମ ଡକାଯାଇଥିଲା । ଏଥିରେ ସମସ୍ତ ଆଶାୟୀ ସରପଞ୍ଚ ପ୍ରାର୍ଥୀକୁ ବାଧ୍ୟବାଧକତା ଭାବେ ଡାକି ନିଲାମରେ ସାମିଲ ହେବାକୁ କୁହାଯାଇଥିଲା । ଏପରିକି ନିଲାମରେ କମ ଡାକ ଡାକୁଥିବା ପ୍ରାର୍ଥୀକୁ ନୋମିନେସନ ନ କରିବାକୁ ତାଗିଦ୍ କରାଯାଇଥିଲା। ନିଲାମରେ ସରପଞ୍ଚ ଆଶାୟୀ ପ୍ରାର୍ଥୀ ରାଜୀବ ଲୋଚନ ପଣ୍ଡା ୨୧ ଲକ୍ଷରୁ ନିଲାମ ଆରମ୍ଭ କରିଥିବା ବେଳେ ସୁଶାନ୍ତ ଛତ୍ରିଆ ସର୍ବାଧିକ ୪୪ ଲକ୍ଷ ୧୦ ହାଜର ଟଙ୍କା ଡାକିବା ପରେ ନିଲାମ ଶେଷ ହୋଇଥିଲା ବୋଲି ଅଭିଯୋଗ ହୋଇଛି ।

 ବିଲାଇସର୍ଡା ପଞ୍ଚାୟତ ତିନୋଟି ଗାଁ ବିଲାଇସର୍ଡା, କଶ୍ରୁପାଲି ଓ ବନ୍ଦନକଟାକୁ ନେଇ ଗଠିତ । କେବଳ ବିଲାଇସର୍ଡାରେ ୧୭ ଶହରୁ ଅଧିକ ଭୋଟର ରହିଥିବା ବେଳେ ଅନ୍ୟ ଦୁଇ ଗାଁ ବନ୍ଦନକଟା ଓ କଶ୍ରୁପାଲିର ଭୋଟର ସଂଖ୍ୟା ମିଶି ୧୨ ଶହ ଭୋଟର ରହିଛି । ଯେହେତୁ ବିଲାଇସର୍ଡାରେ ଅଧିକ ଭୋଟର ସଂଖ୍ୟା ରହିଛି, ତେଣୁ ମନ୍ଦିର କମିଟି ମନମାନି କରି ସରପଞ୍ଚ ପ୍ରାର୍ଥୀକୁ ମିଟିଂ ବାହାନାରେ ଡାକି ନିଲାମରେ ସାମିଲ ହେବାକୁ ବାଧ୍ୟ କରିଥିଲେ । ଏବଂ ଅନ୍ୟ ପ୍ରାର୍ଥୀକୁ ପଞ୍ଚାୟତ ନିର୍ବାଚନରେ ନୋମିନେସନ କରାଇ ନଦେବାକୁ ଚେତାବନୀ ଦେଇଥିଲେ । ପଞ୍ଚାୟତ ନିର୍ବାଚନକୁ ନିଲାମି କରି ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି ।
 ତେବେ ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ନିୟମ ରହିଥିବା ବେଳେ ୪୪ ଲକ୍ଷ ୧୦ ହଜାର ଟଙ୍କା ଖର୍ଚ୍ଚ କରିବା ନିର୍ବାଚନ ଆଚରଣ ବିଧିର ଉଲଂଘନ କରାଯାଇଛି । କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ପାଇଁ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନରେ ପ୍ରାର୍ଥୀ ଓ ମତଦାତାଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ଏହା ଉପରେ ନିର୍ବାଚନ ଆୟୋଗ ଶୀଘ୍ର ପଦକ୍ଷେପ ନେବାକୁ ଦାବି ହେଉଛି। ସେପଟେ ଘଟଣା ବାବଦରେ ଅବଗତ ଥିବା ବଲାଙ୍ଗୀର ଜିଲ୍ଲାପାଳ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଏହାର ତଦନ୍ତ ହେବେ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ*   19-Jun-2026
  ଜିଲ୍ଲା  
ସ୍ବାବଲମ୍ବୀ ଯୁବ ସମାବେଶ ପାଇଁ ବ୍ଲକ ସ୍ତରୀୟ କର୍ମଶାଳା   19-Jun-2026
  ଜିଲ୍ଲା  
ବାହାରିଲେ ଆଉ ଜଣେ କୋଟିପତି ଯନ୍ତ୍ରୀ   19-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା ପଞ୍ଚମ ଦିବସରେ ଶିବ ପାର୍ବତୀଙ୍କ ବୈଦିକ ରୀତିରେ ବିବାହ ସମ୍ପୂର୍ଣ ।   19-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଲା ବିକାଶର ଧାରା, ଓଡିଶା ସାରା କାର୍ଯ୍ୟକ୍ରମ....*   19-Jun-2026
  ଜିଲ୍ଲା  
ପୁରସ୍କାର ଓ ସମ୍ମାନ ପଛରେ ନାହିଁ ସାହିତ୍ୟ ପଛରେ ପଡିଛନ୍ତି ସଙ୍ଗୀତା   19-Jun-2026
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ   18-Jun-2026
  ଜିଲ୍ଲା  
ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   18-Jun-2026
  ଜିଲ୍ଲା  
ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   18-Jun-2026
  ଜିଲ୍ଲା  
*ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   18-Jun-2026

You Might Also Like