-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
17-Jan-2022
ହୀରାକୁଦ,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ଲାୟନ୍ସ ପ୍ରତିଷ୍ଠାତା ମେଲଭିଂ ଜୋନଙ୍କ ଜନ୍ମଦିନ ଏବଂ ମକର ସଂକ୍ରାନ୍ତି ଅବସରରେ ଲାୟନ୍ସ କ୍ଲବ୍ ଅଫ୍ ହୀରାକୁଦ ରୋୟଲ୍ସ ତରଫରୁ ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ଶିବ ମନ୍ଦିର ନିକଟରେ ରହୁଥିବା ଦିବ୍ୟାଙ୍ଗ ନାବାଳକକୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି କାର୍ତ୍ତିକ କଲେତ୍, ସମ୍ପାଦକ ଅଶୋକ ପଟ୍ଟନାୟକ, ପୂର୍ବତନ କ୍ଲବ୍ ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, କୋଷାଧ୍ୟକ୍ଷ ବିଳାସିନୀ ନାୟକ, କ୍ୟାବିନେଟ ସଭ୍ୟ ସୁରେନ୍ଦ୍ର ବିଶ୍ବାଳ, ସରୋଜ ଆଚାର୍ଯ୍ୟ, ସଂଯୁକ୍ତା ଆଚାର୍ଯ୍ୟ, ମଞ୍ଜୁ ଓରାମ, ଉତ୍ତମ କାଞ୍ଜିଆ, ଅଶୋକ କୁମାର ସ୍ବାଇଁ, ସାଧବ ବର୍ମନ ପ୍ରମୁଖ ଉପସ୍ଥିତ ରହିଥିଲେ ।