-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
11-Nov-2020
ବଲାଙ୍ଗୀର,ପାଟଣାଗଡସଅଁରାପଡାରେଚାଞ୍ଚଲ୍ୟ::ପାଟଣାଗଡରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ; ୬ ମୃତ୍ୟୁର କାରଣ ଅସ୍ପଷ୍ଟ, କେହି ହତ୍ୟା କରିଥିବା ସନ୍ଦେହ!! ବଲାଙ୍ଗୀର ପାଟଣାଗଡ଼ରେ ଚାଂଚଲ୍ୟ । ପାଟଣାଗଡ ସଅଁରାପଡାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ । ସମସ୍ତ ମୃତଦେହ ଘର ଭିତରେ ଘୋଡା ଯାଇଛି । ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହ ନିକଟରୁ ଟାଙ୍ଗିଆ ଓ ଫାର୍ଶା ଜବତ କରାଯାଇଛି । ପାଟଣାଗଡ଼ ପୁଲିସ ଘଟଣା ସ୍ଥଳରେ ପହଚିଂ ଛାନିଭିନ ଆରମ୍ଭ କରିଛନ୍ତି ।ତେବେ ମୃତ୍ୟୁର କାରଣ ଜଣାପଡିନି । କେହି ସେମାନଙ୍କୁ ହତ୍ୟା କରି ଗୋଟିଏ ଘରେ ବନ୍ଦ କରିଦେଇଥିବା ପୋଲିସ ସନ୍ଦେହ କରୁଛି । ଏଥି ସହିତ ଗୁଣି ଗାରେଡି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି ।*