-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
10-Nov-2020
ବାଲେଶ୍ୱରରେ ପୋଷ୍ଟାଲ ବାଲାଟ ଗଣତି ଶେଷ ।ଖୋଲିଲା ଇଭିଏମ, ଆରମ୍ଭ ହେଲା ଗଣତି । ପ୍ରଥମ ପୋଷ୍ଟାଲ ଗଣତିରେ ବିଜେଡି ଆଗୁଆ । ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସ ବିଜେପି ପ୍ରାର୍ଥୀ ମାନଓ ଦତ୍ତଙ୍କ ଠାରୁ ୬୧୫ ଭୋଟରେ ଆଗୁଆ ରହିଛନ୍ତି । ମୋଟ ୭୧୮୪ ପୋଷ୍ଟାଲ ଭୋଟ ଗଣତି ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ହାତେଇଛନ୍ତି ୩୪୨୭ଟି ଭୋଟ, ସେହିଭଳି ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ମିଳିଛି ୨୮୧୨ଟି ଭୋଟ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ମିଳିଛି ୯୫୫ ଭୋଟ!!*