-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
26-Dec-2021
ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାମକୃଷ୍ଣପୁର ବିଜେଡି କର୍ମୀ ମାନେ ଶାମେଶ୍ଵର ମନ୍ଦିର ପ୍ରଙ୍ଗଣରେ ବିଜୁବାବୁଙ୍କ ଫଟୋ ରେ ମାଲ୍ୟାର୍ପଣ କରି ପାଳନ କଲେ ବିଜେଡି ପ୍ରତିଷ୍ଠା ଦିବସ। ଏହି କାର୍ଯ୍ୟକ୍ରମରେ ଭାବଗ୍ରାହୀ ପଣ୍ଡା
ସଭାପତିତ୍ବ କରିଥିଲା ବେଳେ ଦାମୋଦର ବାରିକ୍ ସଭା ପରିଚାଳନା କରିଥିଲେ ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତର ସୂର୍ଯ୍ୟ ମଣୀ ଷଡଙ୍ଗୀ, ଜିତେନ୍ଦ୍ର ଷଡଙ୍ଗୀ,ବସନ୍ତ କୁମାର ସେଠୀ, ଦେବାଶିଷ ଷଡଙ୍ଗୀ, ବଟକୃଷ୍ଣ କାଣ୍ଡି, ହୃଷିକେଶ ବେହେରା, ଲଳିତ କୁମାର ଦାଶ, ମହିଳା ସଭାନେତ୍ରୀ ଅନୁଶୟା ଷଡଙ୍ଗୀ,କୁସୁମବାଳା ସାହୁ, ସ୍ମିତା କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।