-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
26-Dec-2021
ସିନ୍ଧେକେଲା// ଯୀଶୁ ଖ୍ରୀଷ୍ଟଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଯିତ ଉତ୍ସବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ମୁଖ୍ଯ ଅତିଥି ଭାବେ ଯୋଗଦେଇ ବଠର୍ଲା ଓ ଝଲପ ଚର୍ଚ୍ଚ କୁ ପହଞ୍ଚି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ସହ ମିଶି ଜୟନ୍ତୀ ପାଳନ କରି କେକ କାଟି ଥିଲେ । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରାଙ୍କ ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।