-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||     

HOME   ରାଜ୍ୟ

ଅଚିହ୍ନା ଯୁବତୀଙ୍କ ଗଳିତ ଶବ ଉଦ୍ଧାର ଘଟଣା , ପରିଚୟ ପାଇବ କି ପୋଲିସ , ବେକର ଚେନରେ ଲେଖାଥିବା ସୋନୁ କିଏ.?

13-Dec-2021



ସିନ୍ଧେକେଲା,(ଅନିଲ କୁମାର ତ୍ରିପାଠୀ) - ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ପରିତ୍ୟକ୍ତ କୋଠରୀରୁ ମିଳିଥିବା ଅଚିହ୍ନା ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହେବା ପରେ ଅଞ୍ଚଳରେ ଏହା ବେଶ ଚର୍ଚ୍ଚାର ବିଷୟ ପାଳଟିଛି। ପୋଲିସ ପହଞ୍ଚି ଶବ ଜବତ କରିବାସହ ବ୍ୟବଛ୍ଛେଦ ପାଇଁ ଟିଟିଲାଗଡ ପଠାଇଛି। ବ୍ୟବଛ୍ଛେଦ ପରେ ଶବ ଚିହ୍ନଟ ପାଇଁ ଆହୁରୀ ୭୨ ଘଣ୍ଟା ସଂରକ୍ଷିତ ରଖାହେବ ବୋଳି ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ସତପଥି ସୁଚନା ଦେଇଛନ୍ତି। ଏବଂ ଯେ କେହି ଏହି ଯୁବତୀଙ୍କ ବିଷୟରେ କିଛି ଜାଣିଥିଲେ ୯୪୩୭୧ ୨୬୬୪୬ କୁ ଫୋନ କରି ଜଣାଇବାକୁ ଏସଡିପିଓ ଅନୁରୋଧ ମଧ୍ଯ କରିଛନ୍ତି। ତେବେ ଘଟଣା ଜଣା ପଡିବାର ଦୁଇଦିନ ଓ ଶବର ସ୍ଥିତି ଅନୁଯାଇ ପୋଲିସ କହିବାନୁସାରେ ଚାରି ପାଞ୍ଚ ଦିନ ତଳେ ମରିଥିବା ଅନୁମାନ କରା ଯାଇଛି। ତେବେ ଏହି ଯୁବତୀଙ୍କ ଗଳିତ ଶବ କୁ ନେଇ ଅଞ୍ଚଳରେ ଅନେକ ଚର୍ଚ୍ଚା ଚାଳିଛି । ସିନ୍ଧେକେଲା ଥାନା ଅଞ୍ଚଳରେ ବିଗତ ବର୍ଷ ମାନଙ୍କ ଇତିହାସ ଦେଖିଲେ ଏଠାରେ ଅନ୍ଧବିଶ୍ୱାସ ଅନ୍ଧାରି ଗଳିର ବଶବର୍ତ୍ତୀ ହୋଇ ଜଣେ ୯ ବର୍ଷର ବାଳକ ଓ ଠିକ ଏ ଘଟଣାର ଗୋଟିଏ ବର୍ଷ ପରେ ଜଣେ ୭ ବର୍ଷର ବାଳିକା କୁ ତନ୍ତ୍ର ସାଧନାର ସିଦ୍ଧି ପାଇଁ ବଳି ଦିଆ ଯାଇଥିଲା। ଦୁଇ ଜଣ ନିଷ୍ପାପ ଶିଶୁଙ୍କ ଜୀବନ ନେଇଥିବା ତାନ୍ତ୍ରିକ ଏବେ ଜେଲରେ। କିନ୍ତୁ ଥମୁନି ଏପରି ଘଟଣା । କିଛିମାସ ତଳେ ଗୁଣିଗାରେଡି ସନ୍ଦେହରେ ଜଣେ ବୃଦ୍ଧକୁ ଗାଁରେ ବୁଲାଇ ବୁଲାଇ ନିସ୍ତୁକ ମାଡ ମାରିବା ସହ ପରିଶ୍ରା ପିଆଇ ଓ ବିଷ୍ଠା ଖୁଆଉ ଥିବା ଭଲି ଚିତ୍ର ଦେଖିବାକୁ ମିଳିଥିଲା ତ ଗୁଣିଗାରେଡ଼ି ସନ୍ଦେହ ରେ ଗୋଟିଏ ପରିବାରର ୧୩ ଜଣ ସଦସ୍ୟଙ୍କୁ ଗାଁରୁ ତଡି ଦିଆ ଯାଇଥିଲା। ପରେ ପୋଲିସ ସେହି ପରିବାର କୁ ଥଇଥାନ କରିଛି ଠିକ ହେଲେ ଏବେବି ସେ ଗାଁରେ ପୋଲିସ ମୁତୟନ ଅଛନ୍ତି। ସେହିଭଲି ଭାବରେ ଠିକ

ଏହି ଥାନା ଅଞ୍ଚଳରୁ ମମିତା ମେହେର ଅକ୍ଟୋବର ୮ ତାରିଖ ଦିନ ନିଖୋଜ ହୋଇଥିବା ଘଟଣା ଏକ ଭିନ୍ନ ମୋଡ ନେବାସହ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣାରେ ଆଜି ପର୍ଯ୍ୟନ୍ତ ମମିତା ମିଷ୍ଟ୍ରି ଘଟଣାକୁ ନେଇ ରାଜ୍ଯ ତଥା ଦେଶରେ ଚର୍ଚ୍ଚା ଥମୁନି। ଏବେ ଶୁଣ୍ଢିମୁଣ୍ଡା ପ୍ରାଥମିକ ସ୍କୁଲ ରେ ଡିସେମ୍ବର ୯ ତାରିଖ ଏକ ୨୦ ରୁ ୨୫ ବର୍ଷର ଅଚିହ୍ନା ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହେବା ଘଟଣା ଏ ଅଞ୍ଚଳ କୁ ପୁଣି ଚର୍ଚ୍ଚାର ପରିଧି କୁ ଟାଣି ଆଣିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏ ଝିଅଟି  କିଏ , ତାଙ୍କୁ ମର୍ଡର କଲା ପରେ ସେଠାରେ ଫିଙ୍ଗା ହୋଇଛି ନା ସେହି ପରିତ୍ୟକ୍ତ ସ୍କୁଲ କୋଠରୀରେ ହିଁ ମର୍ଡର କରାଯାଇଛି । ତାଙ୍କ ବେକରେ ଥିବା ଏକ ଗୋଲ୍ଡେନ ଚେନ ରେ ଲେଖାଥିବା ସୋନୁ ନାମ ଟି ତାଙ୍କ ପରିଚୟ ବାହାର କରିବାରେ ସହାୟକ ହେବକି, ତାଙ୍କ ଧଳା ଜିନ୍ସ ଓ ଲାଲ ଫ୍ରକ ତଥା ପୋଲିସ ଘଟଣା ସ୍ଥଳରୁ ପାଇଥିବା ଅନ୍ଯାନ୍ଯ ସାମଗ୍ରୀ ଘଟଣାର ପର୍ଦ୍ଦାଫାସ କରିବାକୁ ପୋଲିସ କୁ ସହାୟ ହେବ ନା ଆଗକୁ ପୁଣି କୋଉ ମୋଡ ନେବ ଦେଖିବାକୁ ବାକି ରହିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026

You Might Also Like